ମନୋରଞ୍ଜନ

ଚର୍ଚାରେ ଅମ୍ବାନୀଙ୍କ ବିବାହ ବାର୍ଷିକୀ କେକ୍ 

(ମୁମ୍ବାଇ) :  ମୁକେଶ ଅମ୍ବାନୀ ଏବଂ ତାଙ୍କ ପତ୍ନୀ ନୀତା ଅମ୍ବାନୀଙ୍କ ଏ ହେଉଛି  ବିବାହର ୩୮ ବର୍ଷ । ଧନୀ ଦମ୍ପତିଙ୍କ ବିବାହ ୧୯୮୫ ମସିହା‌ରେ ଧୁମଧାମରେ ସମ୍ପର୍ଣ୍ଣ ହୋଇଥିଲା। ଚଳିତବର୍ଷ ମାର୍ଚ୍ଚ ୮ରେ ଦୁହେଁ ନିଜର ୩୮ତମ ବିବାହବାର୍ଷିକୀ ପାଳନ କରିଥିଲେ। ଏହି ଉତ୍ସବରେ ସବୁକିଛି ସ୍ବତନ୍ତ୍ର ରହିଥିଲା।  ତେବେ ସବୁଠାରୁ ନୀତା ଓ ମୁକେଶଙ୍କ ବିବାହବାର୍ଷିକୀ ପାଇଁ ପ୍ରସ୍ତୁତ ହୋଇଥିବା କେକ୍ ଆକର୍ଷଣୀୟ ଥିଲା। ଯାହାର ଏକ ଫଟୋ ସୋସିଆଲ ମିଡିଆରେ ପୁଣିଥରେ ଭାଇରାଲ ହୋଇଯାଇଛି।

ସୂଚନାନୁଯାୟୀ,   ଉଭୟଙ୍କ ନମ୍ର ଭାବ ଲୋକଙ୍କୁ ବେଶ ଆକୃଷ୍ଟ କରିଥାଏ।  ବିବାହକୁ ଏତେ ବର୍ଷ ବିତି ଯାଇଥିଲେ ସୁଦ୍ଧା ଦୁହିଁଙ୍କ ମଧ୍ୟରେ ଉଚିତ ବୁଝାମଣା ରହିଛି। ଦୁହେଁ ନିଜନିଜ ଜୀବନରେ ଖୁବ ବ୍ୟସ୍ତ କିନ୍ତୁ ତା’ପରେ ବି ପରସ୍ପରକୁ ସମୟ ଦେବାକୁ ଦୁହେଁ କେବେ ଭୁଲନ୍ତି ନାହିଁ। ଯାହାବି କିଛି କରିବାର ଥାଏ ଦୁହେଁ ବସି ଆଲୋଚନା କରିବା ପ‌‌ରେ ହଁ ଆଗକୁ ବଢ଼ି ଥାଆନ୍ତି।

Related posts

ନିର୍ବାଚନ ଲଢ଼ିବେ ଅଭିଷେକ ବଚ୍ଚନ !

mahabharatanews

ବିଜୟଙ୍କ ଶପଥ ସମାରୋହରେ ଅତିଥି ତ୍ରିଶା

mahabharatanews

୬୦୦ କୋଟି ଟଙ୍କା ଆୟ କଲା ଫିଲ୍ମ‘ଯବାନ’

mahabharatanews