ଓଡିଶା

ଆଖି ବୁଜିଲା ବାଘ ‘ନନ୍ଦନ’

(ଭୁବନେଶ୍ୱର) : ଆଖି ବୁଜିଲା ବାଘ ‘ନନ୍ଦନ’। ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୧୮ ବର୍ଷୀୟ ବାଘ ‘ନନ୍ଦନ’ର ମୃତ୍ୟୁ । ବୟସାଧିକ କାରଣରୁ ବେଶ୍ କିଛି ଦିନ ହେଲା ଚିକିତ୍ସାଧୀନ ଥିଲା ।

ସୂଚନାନୁଯାୟୀ , ଅସୁସ୍ଥତା ଯୋଗୁ ଅସ୍ଥି ଶଲ୍ୟ ବିଭାଗ ଚିକିତ୍ସା କରୁଥିଲେ । ୨୦୧୩ ମାର୍ଚ୍ଚ ୨୪ରେ ନନ୍ଦନକାନନ ଅଭୟାରଣ୍ୟରୁ ଏହି ବାଘ ପ୍ରାଣୀ ଉଦ୍ୟନ ଭିତରକୁ ପଶିଆସିଥିଲା । ପରବର୍ତ୍ତୀ ସମୟରେ ଏହି ବାଘର ନାମ ନନ୍ଦନ ନାମରେ ନାମିତ କରାଯାଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନୁମତି କ୍ରମେ ସଂରକ୍ଷିତ ପ୍ରଜନନ ପାଇଁ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରଖାଗଲା ।

Related posts

ପୁଣି ଅରୁଣଙ୍କ ଇସ୍ତଫା ଦାବିରେ କମ୍ପିଲା ଗୃହ

mahabharatanews

ରାଜ୍ୟରେ ଦୈନିକ କରୋନା ବଢୁଛି ସଂକ୍ରମଣ ; ୨୪ ଘଣ୍ଟା ମଧ୍ୟରେ ୧୦୬୫ ଜଣ କରୋନା ପଜିଟିଭ ଚିହ୍ନଟ

mahabharatanews

ଦୁର୍ବଳ ହୋଇ ଅବପାତରେ ପରିଣତ ହେଲା ଗଭୀର ଅବପାତ

mahabharatanews