ଓଡିଶା

ନନ୍ଦିଘୋଷ ରଥ ଟଣା ଆରମ୍ଭ 

ପୁରୀ: ବଡଦାଣ୍ଡରେ ଗଡିଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ । ପୂର୍ବ ନିର୍ଘଣ୍ଟ ଅନୁଯାୟୀ ମଧ୍ୟାହ୍ନ ୧୨ଟା ମଧ୍ୟରେ ତିନି ରଥର ସମସ୍ତ କାର୍ଯ୍ୟକ୍ରମ ଶେଷ କରି ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରଥାରୁଢ କରାଯାଇଥିଲା । ଏହା ପରେ ଠାକୁର ରାଜା ଦିବ୍ୟ ସିଂହ ଦେବ ନୀତି ମୁତାବକ ଛେରାପହଁରା ସମ୍ପାଦନ କରିଥିଲେ । ଏହା ପରେ ସମସ୍ତ ନୀତିକାନ୍ତି ଶେଷ ହେବା ପରେ ପ୍ରଥମେ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଟଣା ଆରମ୍ଭ ହୋଇଥିଲା । ତାଳଧ୍ୱଜ ପରେ ମା ସୁଭଦ୍ରଙ୍କ ଦର୍ପଦଳନ ରଥ ଟଣା ପରେ ସବା ଶେଷରେ ପ୍ରଭୁଙ୍କ ରଥ ନନ୍ଦିଘୋଷ ରଥା ଟଣାଯାଉଛି ।

Related posts

କୋଣାର୍କ ଦୁଇ ଦିନିଆ ଜାତୀୟ ପର୍ୟ୍ୟଟନ ସମିଳନୀ ଉଦଯାପିତ କଲେ କେନ୍ଦ୍ରୀୟ ପର୍ୟ୍ୟଟନ ଓ ସଂସ୍କୃତି ମନ୍ତ୍ରୀ

mahabharatanews

ଆରପାରିରେ ବିଶିଷ୍ଟ କବି ତଥା ଗୀତିକାର ମାୟା ଗୋବିନ୍ଦ

mahabharatanews

ଟ୍ୱିନ୍ ସିଟିରେ ପ୍ରବଳ ବର୍ଷା, ଘରୁ ନବାହାରିବାକୁ ପରାମର୍ଶ  

mahabharatanews