ଓଡିଶା

ନିଆଁ ରେ ୪ ବଖରା ଜଳିଗଲା

(ନିର୍ମଳେନ୍ଦୁ ମିଶ୍ର/ ନରସିଂହପୁର): କଟକ ଜିଲ୍ଲା ନରସିଂହ ପୁର ବ୍ଲକ୍ ଅନ୍ତର୍ଗତ ଯୋଡ଼ୁମ୍ ପଞ୍ଚାୟତ ର ଯୋଡ଼ୁମ୍ ଗଡ ସାଇର ଶରତ ଗୋଚ୍ଛାୟତ ଙ୍କ ଘରେ ଅଗ୍ନିକାଣ୍ଡ ଘଟି ୪ ବଖରା ଘର ପୋଡିଯାଇଛି ।ଏହି ଅଗ୍ନିକାଣ୍ଡରେ ଘରର ବହୁ ଆସାବପତ୍ର ମଧ୍ୟ ଜଳିଯାଇଛି । କିନ୍ତୁ ନିଆଁ ଲାଗିବାର କାରଣ ଅସ୍ପଷ୍ଠ ରହିଛି । ପରିବାର ଷଳାକଙ୍କଠାରୁ ଖବର ପାଇ ଘଟଣାସ୍ଥଳରେ ନରସିଂହ ପୁର ଦମକଳ ବାହୀନି ପହଞ୍ଚି ନିଆଁ କୁ ଆୟାତ କରିଥିଲା।ପ୍ରାପ୍ତ ସୂଚନା ରୁ ପ୍ରକାଶ ଯେ ଲକ୍ଷାଧିକ ଟଙ୍କାର ଜିନିଷ ପତ୍ର ପୋଡି ପାଉଁଶ ହୋଇଯାଇଛି।ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁ କୁ ଆୟତ କରା ଯାଇଛି।

Related posts

୩ ରୁ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ 

mahabharatanews

ପଦଯାତ୍ରା ପ୍ରସ୍ତୁତି ବୈଠକରେ ନିର୍ବାଚିତ ପ୍ରତିନିଧିଙ୍କୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କଙ୍କ ମନ୍ତ୍ର

mahabharatanews

 ସ୍କ୍ରବ୍ ଟାଇଫସ୍ ଆତଙ୍କ; ସୁନ୍ଦରଗଡ଼ରେ ଆକ୍ରାନ୍ତ ସଂଖ୍ୟା ୨୪୪କୁ ବୃଦ୍ଧି 

mahabharatanews