ଓଡିଶା

ନିଆଁ ରେ ୪ ବଖରା ଜଳିଗଲା

(ନିର୍ମଳେନ୍ଦୁ ମିଶ୍ର/ ନରସିଂହପୁର): କଟକ ଜିଲ୍ଲା ନରସିଂହ ପୁର ବ୍ଲକ୍ ଅନ୍ତର୍ଗତ ଯୋଡ଼ୁମ୍ ପଞ୍ଚାୟତ ର ଯୋଡ଼ୁମ୍ ଗଡ ସାଇର ଶରତ ଗୋଚ୍ଛାୟତ ଙ୍କ ଘରେ ଅଗ୍ନିକାଣ୍ଡ ଘଟି ୪ ବଖରା ଘର ପୋଡିଯାଇଛି ।ଏହି ଅଗ୍ନିକାଣ୍ଡରେ ଘରର ବହୁ ଆସାବପତ୍ର ମଧ୍ୟ ଜଳିଯାଇଛି । କିନ୍ତୁ ନିଆଁ ଲାଗିବାର କାରଣ ଅସ୍ପଷ୍ଠ ରହିଛି । ପରିବାର ଷଳାକଙ୍କଠାରୁ ଖବର ପାଇ ଘଟଣାସ୍ଥଳରେ ନରସିଂହ ପୁର ଦମକଳ ବାହୀନି ପହଞ୍ଚି ନିଆଁ କୁ ଆୟାତ କରିଥିଲା।ପ୍ରାପ୍ତ ସୂଚନା ରୁ ପ୍ରକାଶ ଯେ ଲକ୍ଷାଧିକ ଟଙ୍କାର ଜିନିଷ ପତ୍ର ପୋଡି ପାଉଁଶ ହୋଇଯାଇଛି।ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁ କୁ ଆୟତ କରା ଯାଇଛି।

Related posts

ମଶାବତୀ ଧୁଆଁରେ ୬ ଛାତ୍ରୀ ଅସୁସ୍ଥ

mahabharatanews

ବର୍ଷାରେ ଭୁବନେଶ୍ୱରର ସ୍ଥିତି ବେହାଲ 

mahabharatanews

ପାରା ମେଡିକାଲ ସ୍ୱାସ୍ଥ୍ୟ କର୍ମୀଙ୍କ ଦୁଇ ଦଫା ଦାବି ନେଇ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ 

mahabharatanews