ଓଡିଶା

ପରଲୋକରେ ବିଜୁବାବୁଙ୍କ ଝିଅ ଗୀତା ମେହେଟ୍ଟା

(ଭୁବନେଶ୍ୱର) : ପରଲୋକରେ ବିଜୁ ପଟ୍ଟନାୟକଙ୍କ ଝିଅ ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ବଡ ଭଉଣୀ ବିଶିଷ୍ଟ ଲେଖକ ଗୀତା ମେହେଟ୍ଟା । ଦିଲ୍ଲୀ ବାସଭବନଠାରେ ୮୦ ବର୍ଷ ବୟସରେ ସେ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଲି ସକାଳ 8ଟାରେ ଦିଲ୍ଲୀ ବାହାରିବେ ବୋଲି ସୂଚନା ମିଳିଛି ।

Related posts

 ଜନତା ମଇଦାନରେ ଅନୁଷ୍ଠିତ ହେବ ଓଡ଼ିଆ ଭାଷା ସମ୍ମିଳନୀ

mahabharatanews

ଆଜି ପଣା ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତି

mahabharatanews

ଜବରଦଖଲ ଜମିକୁ ଉଚ୍ଛେଦ ନେଇ ଗ୍ରାମବାସୀଙ୍କ ଦାବି

mahabharatanews