ଓଡିଶା

ହସ୍ପିଟାଲରେ ପହଞ୍ଚିଲେ ନବୀନ

ହସ୍ପିଟାଲରେ ପହଞ୍ଚିଲେ ନବୀନ । ତେବେ ଯାହା ସୂଚନା ରହିଛି ଆଖି ପରୀକ୍ଷା କରିବା ପାଇଁ ମେଡିକାଲ ଆସିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ବା ବିରୋଦୀ ଦଳ ନେତା ନବୀନ ପଟ୍ଟନାୟକ । ଏଲ.ଭି.ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନକୁ ଆସି ନିଜର ଆଖି ପରୀକ୍ଷା କରାଇତିବା ସୂଚନା ରହିଛି ।

Related posts

ଚାଷୀଙ୍କୁ ମାଡ଼ ମାରି ପରିବା ଛଡାଇ ନେଲା କେନ୍ଦ୍ରାପଡା ପୋଲିସ

mahabharatanews

କାଳ ହେଉଛି ଅଲିଭା କାଳୀ, ଓଡ଼ିଶା ଫେରନ୍ତା ପ୍ରବାସୀଙ୍କୁ ସ୍କିନ୍ ଡିଜିଜ

mahabharatanews

ହିଟୱେଭରେ 22 ଜୀବନ ଯାଇଥିବା ଅଭିଯୋଗ

mahabharatanews