ଓଡିଶା

ଶାରଳା ମନ୍ଦିରରେ ନୂଆ ନିୟମ ; ମନ୍ଦିର ଭିତରକୁ ମୋବାଲଇ ମନା

ଜଗତସିଂହପୁର: ଶାରଳା ମନ୍ଦିରରେ ନୂଆ ନିୟମ । ମନ୍ଦିର ଭିତରକୁ ମୋବାଲଇ ଓ ପଲିଥିନ ମନା । ସେହିପରି ବ୍ରତ ହୋଇ ନଥିବା ଏବଂ ଅବିବାହିତ ସେବକ ମାନଙ୍କୁ ଗର୍ଭ ଗୃହ ପ୍ରବୋଶକୁ ନିଷେଧ କରାଯାଇଛି । ଏହି ନୂଆ ନିୟମ ଜିଲ୍ଲା ପ୍ରଶାସନ ଲାଗୁ କରିଛନ୍ତି । ମନ୍ଦିର ଭିତରେ ଶୃଙ୍ଖଳା ଆଣିବାକୁ ଏହି ନିୟମ ଲାଗୁ କରିଛନ୍ତି । ନିୟମ ଅନୁଯାୟୀ ମାଆଙ୍କ ମଝି ଦେଉଳ ଓ ଗର୍ଭ ଗୃହକୁ ମୋବାଇଲ ନିଷେଧ ମନା । ଏହା ସହିତ ମାଆଙ୍କର ବିଗ୍ରହର ଫଟୋ ଉଠାଇବା ନିଷେଧ କରାଯାଇଛି । ବେଢ଼ା ଭିତରେ ଫଟୋ ଉଠାଇଲେ ଜରିମାନା ଲାଗୁହେବ । ସେବାୟତ ମାନେ ଯାତ୍ରୀଙ୍କୁ ହଇରାଣ କଲେ ସେମାନଙ୍କ ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ପଦକ୍ଷେପ ନିଆଯିବ ।

Related posts

ଭୁବନେଶ୍ୱରର ପୂର୍ବତନ ଅତିରିକ୍ତ ତହସିଲଦାର ଚିତ୍ତରଞ୍ଜନ ପିଲ୍ଲାଙ୍କୁ ଚାକିରିରୁ ବରଖାସ୍ତ କଲେ ମୁଖ୍ୟମନ୍ତ୍ରୀ

mahabharatanews

ଆଜି ବିଜେଡି କରିବ ପ୍ରାର୍ଥୀ ଘୋଷଣା

mahabharatanews

ପାରା-କୁକୁର ଛୁଆ ବନ୍ଧୁତ୍ୱ, ସୋସିଆଲ ମିଡିଆରେ ଭାଇରାଲ

mahabharatanews