ରାଜନୀତି

ଦୁଇ ନବ ନିର୍ବାଚିତ ବିଧାୟକଙ୍କ ଶପଥ ପାଠ 

ଭୁବନେଶ୍ୱର: ଆଜି ବିଧାନସଭାରେ ତିର୍ତ୍ତୋଲ ଓ ବାଲେଶ୍ୱର ସଦରରୁ ନବନିର୍ବାଚିତ ବିଧାୟକ ବିଜୟ ଶଙ୍କର ଦାସ ଓ ସ୍ୱରୂପ ଦାସ ଶପଥପାଠ କରିଛନ୍ତି। ଉଭୟଙ୍କୁ ବାଚସ୍ପତି ସୂର୍ୟ୍ୟ ନାରାୟଣ ପାତ୍ର ପଦ ଓ ଗୋପନିୟତାର ଶପଥ ପାଠ କରାଇଛନ୍ତି । ଉଭୟ ଗତ ୩ ତାରିଖରେ ହୋଇଥିବା ଉପନିର୍ବାଚନରେ ବିଜେଡି ଟିକେଟରୁ ନିର୍ବାଚନ ଲଢି ବିଜୟ ହାସଲ କରିଥିଲେ । ଆସନ୍ତା ୨୦ ତାରିଖରେ ବସିବାକୁ ଥିବା ଶୀତ ଅଧିବେସନ ଉଭୟଙ୍କ ପ୍ରଧମ ଅଧିବେସନ ହେବ ।

Related posts

ଟିଏମସି ନେତା ଅନୁବ୍ରତ ମଣ୍ଡଳଙ୍କୁ ଗିରଫ କଲା ସିବିଆଇ

mahabharatanews

ବଦଳିଲେ ଜିଲ୍ଲାପାଳ

mahabharatanews

କେଦାରନାଥରେ ୩୪ କୋଟିର ପ୍ରକଳ୍ପ ଉଦ୍ଘାଟନ କଲେ ମୋଦି

mahabharatanews