ଓଡିଶା

ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ, ଆଜି ପ୍ରଚାରର ଶେଷ ଦିନ

(ଭୁବନେଶ୍ୱର) : ଆଉ ଗୋଟିଏ ଦିନ ପରେ ଅର୍ଥାତ୍ ମେ ୧୩ ତାରିଖରେ ଦେଶରେ ଚତୁର୍ଥ ପର୍ଯ୍ୟାୟ ମତଦାନ ଥିବା ବେଳେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ପାଇଁ ହେବ ଭୋଟିଂ । ସେହିପରି ଆଜି ପ୍ରଚାରର ଶେଷ ଦିନ ହୋଇଥିବାରୁ ଆଜି ପ୍ରଚାର ମୈଦାନରେ ଜୋର ଲଗାଇବେ ପ୍ରାର୍ଥୀ ।

ସୂଚନାନୁଯାୟୀ,  ଆସନ୍ତା ସୋମବାର ବ୍ରହ୍ମପୁର, କୋରାପୁଟ, ନବରଙ୍ଗପୁର ଏବଂ କଳାହାଣ୍ତି ଲୋକସଭା ଆସନ ସହ ୨୮ଟି ବିଧାନସଭା ଆସନ ପାଇଁ ମତଦାନ ଅନୁଷ୍ଠିତ ହେବାକୁ ଯାଉଛି । ଏଥର ଫୋକସରେ ରହିଛି ଦକ୍ଷିଣ ଓଡ଼ିଶା । ଅନ୍ୟପକ୍ଷରେ ମେ’୧୩ ତାରିଖ ଦିନ ୯ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ଜମ୍ମୁ ଓ କାଶ୍ମୀରକୁ ମିଶାଇ ମୋଟ୍ ୯୬ ଲୋକସଭା ଆସନ ପାଇଁ ଭୋଟିଂ ହେବ ।

Related posts

ହିଞ୍ଜିଳିକାଟୁ ସ୍ଵଂୟ ଶାସିତ ବିଜ୍ଞାନ ମହାବିଦ୍ୟାଳୟ ରେ ୭୭ ତମ ଏନ୍.ସି.ସି. ଦିବସ ପାଳିତ

mahabharatanews

ଚିଲିକା ବିଧାୟକଙ୍କୁ ସୁପ୍ରିମକୋର୍ଟରୁ ସର୍ତ୍ତମୂଳକ ଜାମିନ

mahabharatanews

ଦୁଃଖ କଷ୍ଟକୁ ପଛରେ ପକାଇ ଆଠଗଡ ପାଳନ କରାଯାଇଛି ଶ୍ରମିକ ଦିବସ

mahabharatanews