ଓଡିଶା

୭ରେ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ

(ଭୁବନେଶ୍ୱର) : ଆସନ୍ତା ମେ ୨୭ତାରିଖରେ ନୀତି ଆୟୋଗ ବୈଠକରେ ଯୋଗ ଦେବାକୁ ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।  ଟେଲି କମ୍ୟୁନିକେସନ ସୁବିଧା ନେଇ ମଧ୍ୟ ଦାବି ଉଠାଯିବ । ସହରରେ 5G ସମୟରେ ଗାଁରେ 2G କାମ କରୁନି । ଏହାକୁ ଥ୍ରୀଜି କିମ୍ବା ଫୋର-ଜି କରିବାକୁ ନବୀନ ନୀତି ଆୟୋଗ ବୈଠକରେ ଦାବି ଉଠାଇବେ ।

ସୂଚନାନୁଯାୟୀ , ପୂର୍ବରୁ କରାଯାଇ ଥିବା ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ ଦାବିକୁ ସେ ଏହି ବୈଠକରେ ମଧ୍ୟ ଦୋହରାଇବେ । ଏଥିସହ ସ୍ୱତନ୍ତ୍ର ପ୍ୟାକେଜ, ଡିବିଟି ମାଧ୍ୟମରେ ଟଙ୍କା ମିଳୁଥିବାରୁ ସବୁ ପଞ୍ଚାୟତରେ ବ୍ୟାଙ୍କ ଖୋଲିବା ନେଇ ଦାବି ରଖିବେ ନବୀନ ।

Related posts

ଡବଲ ଇଞ୍ଜିନ୍ ଡବଲ ନୈରାଶ୍ୟ: ନବୀନ

mahabharatanews

ନିୟନ୍ତ୍ରଣ ବଦଳରେ ସଚେତନତାକୁ ଗୁରୁତ୍ୱ

mahabharatanews

ଆସୁଛି ବଡ ବର୍ଷା; ୧୭ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି

mahabharatanews