ଓଡିଶା

ରାଜ୍ୟର ସବୁଠୁ ଲମ୍ବା ଫ୍ଲାଏ ଓଭରବ୍ରିଜ୍ ଲୋକାର୍ପିତ 

(ଭୁବନେଶ୍ୱର) : ଯୋଡ଼ାରେ ଓଡ଼ିଶାରେ ସବୁଠାରୁ ଲମ୍ବା ଫ୍ଲାଏ ଓଭରବ୍ରିଜ୍ ଲୋକାର୍ପିତ । କେନ୍ଦୁଝର ଯୋଡ଼଼ା ସହରରେ ରାଜ୍ୟରେ ଦୀର୍ଘତମ ଫ୍ଲାଏ ଓଭର ବ୍ରିଜରର ଆଜି ପୂର୍ବାହ୍ନରେ ଭିଡିଓ କମଫରେନ୍ସ ମାଧ୍ୟମରେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସୂଚନାନୁଯାୟୀ , ତେବେ ୨୫୦ କୋଟି ବ୍ୟୟ ଅଟକଳରେ ୨.୯ କି.ମିର ଏହି ଦୀର୍ଘତମ ଫ୍ଲାଏଭର ବ୍ରିଜର ଆରମ୍ଭ ୨୦୨୦ରେ ଆରମ୍ଭ ହୋଇଥିଲା । ସୂଚନାଥାଉ ଯେ, ୨୫୦ କୋଟି ବ୍ୟୟରେ ନିର୍ମିତ ଏହି ଫ୍ଲାଏଓଭର ବ୍ରିଜର ନିର୍ମାଣ ୨୦୨୦ରେ ଆରମ୍ଭ ହୋଇଥିଲା । ଏହି ଫ୍ଲାଏଓଭର ବ୍ରିଜର ଲମ୍ବ ୨.୯୮ କି.ମି. ଏବଂ ଓସାର ସାଢ଼େ ପାଞ୍ଚ ମିଟର ରହିଛି ଏହା ତିନି ଲେନ୍ ବିଶିଷ୍ଟ ଲେନ୍ । ଏନ୍ଏଚ୍ ୫୨୦ର ରଣାଶାଳ ଛକଠାରୁ କମାରଯୋଡ଼ା ପର୍ଯ୍ୟନ୍ତ ଆପ୍ରୋଚ ରୋଡ୍ ସହିତ ଏହାର ଲମ୍ବ ୪.୪୮୭ କି.ମି.।

Related posts

ରାଜ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଚାଲୁ ରହିଛି; ସ୍ୱାସ୍ଥ୍ୟ ବିଭାଗ

mahabharatanews

ଭୁବନେଶ୍ୱରରେ ଜୟଶଙ୍କର

mahabharatanews

କଟକସ୍ଥିତ ସନ ହସ୍ପିଟାଲରେ ନିଆଁ: କାରଣ ଅସ୍ପଷ୍ଟ 

mahabharatanews