ଓଡିଶା

ମୃତ ଅବସ୍ଥାରେ ଶିଶୁ ପୁତ୍ର ଉଦ୍ଧାର

ଭୁବନେଶ୍ୱର: ଗୋପୀନାଥପୁରରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ସେଠାରେ ଥିବା ବିରୂପା ନଦୀର ହରିକୁଦ ନିକଟରେ ଏକ ଶିଶୁ ପୁତ୍ର ମୃତ ଅବସ୍ଥାରେ ପଡ଼ିଥିବା କିଛି ଗ୍ରାମବାସୀ ଦେଖିବାକୁ ପାଇଥିଲେ। ମୃତ ଶିଶୁର କୌଣସି ଠିକଣା ଏପର୍ଯ୍ୟନ୍ତ ମିଳିପାରି ନାହିଁ । ଏହାପରେ ଗ୍ରାମବାସୀ ପୋଲିସକୁ ଖବର ଦେଲା ପରେ ପୋଲିସ ଘଟଣାସ୍ଥଳରେ ପହଂଚିଥିଲା। ଏନେଇ ତଦନ୍ତ ଆରମ୍ଭ କରିଛି ପୋଲିସ ।

Related posts

ମହାକାଳେଶ୍ୱର ମନ୍ଦିର ପ୍ରତିଷ୍ଠା ଅବସରରେ ଗାୟତ୍ରୀ ମହାଯଜ୍ଞ ଆୟୋଯିତ

mahabharatanews

ଡ଼ରାଇଲାଣି ଡେଙ୍ଗୁ; ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫୭୮୨କୁ ବୃଦ୍ଧି 

mahabharatanews

ରାଇରଙ୍ଗପୁର: ପୁଲୱାମା ସହିଦଙ୍କ ପାଇଁ କ୍ୟାଣ୍ଡେଲ ଶୋଭାଯାତ୍ରା

mahabharatanews