ଓଡିଶା

 ଟିସିଏସ ଯୋଗଇବ ୯ମ, ୧୦ମ ଶ୍ରେଣୀ ପାଇଁ ଅନଲାଇନ ଶିକ୍ଷା 

ଭୁବନେଶ୍ୱର: କରୋନା ପାଇଁ ସ୍କୁଲ କଲେଜ ବନ୍ଦ । ଅନଲାଇନରେ ଚାଲିଛି ଶିକ୍ଷାଦାନ । ଏହି ଶିକ୍ଷାଦାନ କ୍ଷେତ୍ରରେ ସହଯୋଗର ହାତ ବଢାଇଛି ଟାଟା କନସଲଟେନ୍ସି ସର୍ଭିସେସ୍ (ଟିସିଏସ) । ରାଜ୍ୟର ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଟିସିଏସ ମାଗଣା ଅନଲାଇନ ଶିକ୍ଷା ଯୋଗାଇ ଦେବାକୁ ଆଗେଇ ଆସିଛି । ଏନେଇ ରାଜ୍ୟ ଶିକ୍ଷା ବିଭ।।ଗ ଓ ଟିସିଏସ ମଧ୍ୟରେ ଏମଓୟୁ ସ୍ୱାକ୍ଷର ହୋଇଛି । ତେବେ ଏହି କାର୍ଯ୍ୟକ୍ରମ ରାଜ୍ୟରେ ଥିବା ୨୧୪ ଆଦର୍ଶ ବିଦ୍ୟାଳୟ ଓ ୧୦୧ ଉକ୍ରର୍ସ ବିଦ୍ୟାଳୟ ପାଇଁ ଲାଗୁ ହେବ ବୋଲି ଶିକ୍ଷାମନ୍ତ୍ରୀ ସୂଚନା ଦେଇଛନ୍ତି ।

Related posts

ପରାଦ୍ୱୀପରେ ଆରମ୍ଭ ହେଲା କୋଭିଡ ହସ୍ପିଟାଲ

mahabharatanews

ଆଉ ମାତ୍ର ଦୁଇ ଦିନ,ରାଜ୍ୟରେ ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ୍

mahabharatanews

 ଆସନ୍ତା ୫ ଦିନ ପାଗ ଶୁଖିଲା

mahabharatanews