ଓଡିଶାରାଜନୀତି

ପୂର୍ବତନ ବିଧାୟକଙ୍କ ପେନସନ୍ ବୃଦ୍ଧି

ପୂର୍ବତନ ବିଧାୟକଙ୍କ ପେନସନ୍ ବୃଦ୍ଧି ।  ଯେଉଁମାନେ ଥରୁଟିଏ ବିଧାୟକ ହୋଇଥିବେ, ସେମାନଙ୍କୁ ପେନସନ ବାବଦକୁ ପୂର୍ବରୁ ମାସକୁ ୩୦ ହଜାର ମିଳୁ ଥିବା ବେଳେ, ବର୍ତ୍ତମାନ ଏହା ୮୦ ହଜାରକୁ ବୃଦ୍ଧି କରାଯାଇଛି । ଯେଉଁମାନେ ଅଧିକ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ସେମାନଙ୍କୁ ଅତିରିକ୍ତ ୩୦୦୦ ଟଙ୍କା ମିଳିବ । ପୂର୍ବତନ ବିଧାୟକ ମାନଙ୍କ ଗସ୍ତ ଖର୍ଚ୍ଚ ବାବଦକୁ ୧୨ ହଜାର ଟଙ୍କା ମିଳିବ । ସେହିଭଳି ପୂର୍ବରୁ ଚିକିତ୍ସା ଖର୍ଚ୍ଚ ବାବଦକୁ ୨,୦୦୦ ହଜାର ଟଙ୍କା ମିଳୁଥିବା ବେଳେ, ଏବେ ଏହାକୁ ବୃଦ୍ଧି କରାଯାଇ ୨୫,୦୦୦ କରି ଦିଆଯାଇଛି  ।

Related posts

ସ୍କୁଲ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ବହି ଓ ବସ୍‍ ସେବା

mahabharatanews

ଆଜି ୪ ଘଣ୍ଟା ବନ୍ଦ ରହିବ ଶ୍ରୀଜୁଉ ଦର୍ଶନ 

mahabharatanews

ମନୋଜ ମିଶ୍ରଙ୍କ ଉପରୁ ହଟିବ ଵ୍ୟାନ୍ 

mahabharatanews