ଓଡିଶା

ବିଜେଡି ପିପିଲିରେ କରିବ ନାହିଁ ରାଲି

ଭୁବନେଶ୍ୱର/ ରାଜେଶ ସାହୁ: ପିପିଲି ଉପନିର୍ବାଚନରେ ବିଜେଡି କରିବ ନାହିଁ ରାଲି କି ସାଧାରଣ ସଭା । ଏନେଇ ଟୁଇଟର ମାଧ୍ୟମରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ । ଦେଶ ତଥା ରାଜ୍ୟରେ ସଂଗୀନ ରୂପ ନେବାରେ ଲାଗିଲାଣି କରୋନା ମହାମାରୀ । ଏମିତିକି ବିଭିନ୍ନ୍ ରାଜ୍ୟ ସରକାର ନିଜ ରାଜ୍ୟକୁ ଲକଡାଉନ ଘୋଷଣା କରିଛନ୍ତି । ଏପଟେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ କୌଣସି ସଭା ନ କରିବାକୁ କହିଥିବା ବେଳେ ଅନ୍ୟ ନେତାଙ୍କୁ ମଧ୍ୟ ଅନୁରୋଧ କରିଥିଲେ ରାଲି ଓ ଜନସମାବେଶ କରିବାକୁ । ଏହା ପରେ ପୁରୀ ଜିଲ୍ଲାର ପିପିଲି ନିର୍ବଚନ ମଣ୍ଡଲୀରେ ହେବାକୁ ଥିବା ଉପନିର୍ବାଚନରେ ବିଜେଡି ନେତାଙ୍କୁ ଗୁରୁ ଜ୍ଞାନ ଦେଇଛନ୍ତି ପାର୍ଟି ସପ୍ରିମୋ ନବୀନ ପଟ୍ଟନାୟ ।

Related posts

ରାସ୍ତା ନିର୍ମାଣରେ ନିମ୍ନମାନର କାମକୁ ନେଇ ଅସନ୍ତୋଷ

mahabharatanews

ଡାକ୍ତରଙ୍କ ଆନ୍ଦୋଳନ ରୋକିବାକୁ ସରକାରଙ୍କ ବଡ଼ ପଦକ୍ଷେପ

mahabharatanews

ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲା : ଅର୍ଚ୍ଚନାଙ୍କ ଉପରେ ୧୬ଟି ସଙ୍ଗୀନ ଦଫା ଲଗାଇଛି ପୋଲିସ

mahabharatanews