ଓଡିଶା

 ପୋଲିସ୍‌-ମାଓବାଦୀ ଗୁଳି ବିନିମୟ;  ୨ ଯବାନ ଡାକ୍ତରଖାନାରେ ଭର୍ତ୍ତି  

(ଛତିଶଗଡ଼) : ନୂଆବର୍ଷ ଆରମ୍ଭରୁ ପୋଲିସ୍‌-ମାଓବାଦୀ ଗୁଳି ବିନିମୟ । ଓଡ଼ିଶା ସୀମା ଛତିଶଗଡ଼ର ବିଜାପୁର ଜିଲ୍ଲା ମୁତୱାଣ୍ଡିରେରେ ଗୁଳି ବିନିମୟ ହୋଇଛି । ଗୁଳି ବିନିମୟ ବେଳେ ଜଣେ ୬ ମାସର ଶିଶୁକନ୍ୟାର ମୃତ୍ୟୁ ହୋଇଛି । ଗୁରୁତର ୨ ଯବାନ ଓ ମହିଳା ଜଣଙ୍କ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଏନ୍‌କାଉଣ୍ଟରରେ ଭୈରମଗଡ଼ ଏରିଆ କମିଟି ସଚିବ ଚନ୍ଦ୍ରନ୍ନା ଗୁରୁତର ହୋଇଥିବା ସୂଚନା ମିଳିଛି ।

ସୂଚନାନୁଯାୟୀ , ଅଞ୍ଚଳରେ ମୋଟ୍ ୨ଟି ଟାୱାର ନିର୍ମାଣ କରାଯାଉଛି । ତେବେ ଖୁବ୍ ଶୀଘ୍ର ଟାୱର କାର୍ଯ୍ୟ ଶେଷ ହେବା ସହ କାର୍ଯ୍ୟକ୍ଷମ ହେବା ନେଇ ସୂଚନା ରହିଛି, ଏହାପରେ ସ୍ଥାନୀୟ ଅଞ୍ଚଳରେ ମାଓବାଦୀଙ୍କ ଗତିବିଧି ଉପରେ ନଜର ରଖାଯାଇ ପାରିବ ଯେଉଁଥି ପାଇଁ ଗାଁ ଲୋକେ ମଧ୍ୟ ଖୁବ ଉତ୍ସାହିତ ଅଛନ୍ତି ।

Related posts

୧୭ ପର୍ଯ୍ୟନ୍ତ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା

mahabharatanews

୨୨ରୁ ବସ୍ ମାଲିକ ସଂଘଙ୍କ ପ୍ରତିବାଦ 

mahabharatanews

ରାଜ୍ୟରେ ବିଜୁଳି ,ଘଡଘଡି ସହ ବର୍ଷା ସମ୍ଭାବନା 

mahabharatanews