ଅପରାଧଦେଶ ବିଦେଶରାଜନୀତି

ଧମକାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ପରମାଣୁ ଅସ୍ତ୍ରଶସ୍ତ୍ର ଅଭ୍ୟାସ କଲେ, ଇରାନକୁ ଛାଡ଼ିବୁନି । ପୁଣି ଇରାନକୁ ଏଭଳି ଭାବେ ଧମକାଇଛନ୍ତି, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଟ୍ରମ୍ପ କହିଛନ୍ତି, ଯଦି ଇରାନ ଆଉ ଥରେ ତାର ପରମାଣୁ ଅସ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଉଦ୍ୟମ କରେ । ତାହେଲେ ଆମେରିକା ବଡ଼ ଧରଣର ଆକ୍ରମଣ କରିବ । ଏହା ସହ ଟ୍ରମ୍ପ, ଫିଲିସ୍ତୀନ ଆତଙ୍କବାଦୀ ସଂଗଠନ ହମାସ୍‌କୁ ମଧ୍ୟ ଚେତାବନୀ ଦେଇଛନ୍ତି । ଯଦି ହମାସ୍ ଅସ୍ତ୍ର ନ ଛାଡ଼ିବ । ତା ହେଲେ ଭୟଙ୍କର ପରିଣାମ ଭୋଗିବ ।

Related posts

ବିଜେପିରେ ମିଶିଲେ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଜେଡି ନେତା ଅଜୟ ନାୟକ

mahabharatanews

ନଭେମ୍ବର ୨୭ରୁ ଆରମ୍ଭ ହୋଇପାରେ ଶୀତ ଅଧିବେଶନ

mahabharatanews

ସିଲମପୁର-ଜାଫରାବାଦ ହିଂସା ଘଟଣାରେ ୬ ଗିରଫ

mahabharatanews