ଭାରତ

ଆଜି ରାମଲଲାଙ୍କ ଦର୍ଶକ କରିବେ ଦ୍ରୌପଦୀ ମୁର୍ମୁ

(ଦିଲ୍ଲୀ) :  ବୁଧବାର ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଯୋଧ୍ୟା ଗସ୍ତ କରିବେ । ରାଷ୍ଟ୍ରପତି ଭବନ ପକ୍ଷରୁ ଜାରି କରାଯାଇଥିବା ରାଷ୍ଟ୍ରପତି ମେ’୧ ତାରିଖରେ ଅଯୋଧ୍ୟା ଗସ୍ତ କରିବେ । ବୁଧବାର ଅପରାହ୍ନ ୪ଟାରେ ମହାରାଣୀ ବାଲ୍ମୀକି ଅନ୍ତର୍ଜାତୀୟ ବିମାନବନ୍ଦରରେ ସ୍ୱତନ୍ତ୍ର ବିମାନ ଯୋଗେ ଅଯୋଧ୍ୟା ପବଞ୍ଚିବେ । ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ପ୍ରଥମ ଥର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଯୋଧ୍ୟା ଗସ୍ତରେ ଯାଇ ରାମଲଲାଙ୍କ ଦର୍ଶକ କରିବେ ।

ସୂଚନାନୁଯାୟୀ ,ସେ ହନୁମାନଗରୀ ମନ୍ଦିରରେ ଦର୍ଶନ ଏବଂ ଆଳତୀ ମଧ୍ୟ କରିବେ। ରାଷ୍ଟ୍ରପତିଙ୍କ ଗସ୍ତକୁ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ବୁଧବାର ଅପରାହ୍ନ ୪ଟାରେ ମହାରାଜା ବାଲ୍ମୀକି ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଅଯୋଧ୍ୟାରେ ପହଞ୍ଚିବେ । ରାମ ମନ୍ଦିର ୧୧ ନମ୍ବର ଗେଟ୍ ଦେଇ ସିଧା ପ୍ରବେଶ ଦ୍ୱାର ଦେଇ ମନ୍ଦିର ଭିତରକୁ ପ୍ରବେଶ କରିବେ । ଏହି ସମୟରେ ରାଷ୍ଟ୍ରପତି କୁବେର ଟିଲାଙ୍କୁ ମଧ୍ୟ ଯିବେ ।

Related posts

 କେଜ୍ରିୱାଲଙ୍କୁ ଧମକପୂର୍ଣ୍ଣ ବାର୍ତ୍ତା ଲେଖିଥିବା ଅଭିଯୁକ୍ତ ଗିରଫ 

mahabharatanews

ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମଙ୍କ ଘର ନିଲାମ

mahabharatanews

ଅବଧି ପୂର୍ବରୁ ହୋଇପାରେ ୨୦୨୪ ଇଲେକ୍ସନ ! 

mahabharatanews