ଭାରତରାଜନୀତି

ଜାମ୍ମୁ ଓ କାଶ୍ମୀରରେ କଂଗ୍ରେସର ବିକ୍ଷୋଭ

ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ ଓ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଚିଠି ପରେ,ଦାବି ଜୋର ଧରିଲା । ଆଜି ଜାମ୍ମୁ ଓ କାଶ୍ମୀରରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ । ଜୋର ଧରିଲାଣି ଜାମ୍ମୁ ଓ କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି। ଏ ନେଇ ଆସନ୍ତା ୨୨ ତାରିଖରେ ସଂସଦ ଘେରାଉ କରିବାକୁ ଯାଉଛି ଦଳ । ଆଜି ଜାମ୍ମୁ ରାଜଭବନ ସମ୍ମୁଖରେ ଦଳ ପ୍ରତିବାଦ ଓ ଆନ୍ଦୋଳନ କରିଛି । ପିସିସି ସଭାପତି ତାରିକ ହମିଦ କାରା କହିଛନ୍ତି- ସମ୍ପୂର୍ଣ୍ଣ ରାଜ୍ୟ ମାନ୍ୟତା ମିଳିବା ଯାଏ, ଦଳର ସଂଗ୍ରାମ ଜାରି ରହିବ। ୨୧ରେ ଦିଲ୍ଲୀ ଚଲୋ ଅଭିଯାନ କରାଯିବା ସହ ୨୨ରେ ପାର୍ଲାମେଣ୍ଟ ଘେରାଉ କରାଯିବ।

Related posts

୧୩ଶହ ବର୍ଷର ପୁରୁଣା କାହାଣୀ

mahabharatanews

ନିର୍ବାଚନ ଲଢ଼ିବେ ଅଭିଷେକ ବଚ୍ଚନ !

mahabharatanews

ଖସିବାରେ ଲାଗିଛି ସେୟାର ମାର୍କେଟ !

mahabharatanews