ଭାରତରାଜନୀତି

ଜାମ୍ମୁ ଓ କାଶ୍ମୀରରେ କଂଗ୍ରେସର ବିକ୍ଷୋଭ

ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ ଓ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଚିଠି ପରେ,ଦାବି ଜୋର ଧରିଲା । ଆଜି ଜାମ୍ମୁ ଓ କାଶ୍ମୀରରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ । ଜୋର ଧରିଲାଣି ଜାମ୍ମୁ ଓ କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି। ଏ ନେଇ ଆସନ୍ତା ୨୨ ତାରିଖରେ ସଂସଦ ଘେରାଉ କରିବାକୁ ଯାଉଛି ଦଳ । ଆଜି ଜାମ୍ମୁ ରାଜଭବନ ସମ୍ମୁଖରେ ଦଳ ପ୍ରତିବାଦ ଓ ଆନ୍ଦୋଳନ କରିଛି । ପିସିସି ସଭାପତି ତାରିକ ହମିଦ କାରା କହିଛନ୍ତି- ସମ୍ପୂର୍ଣ୍ଣ ରାଜ୍ୟ ମାନ୍ୟତା ମିଳିବା ଯାଏ, ଦଳର ସଂଗ୍ରାମ ଜାରି ରହିବ। ୨୧ରେ ଦିଲ୍ଲୀ ଚଲୋ ଅଭିଯାନ କରାଯିବା ସହ ୨୨ରେ ପାର୍ଲାମେଣ୍ଟ ଘେରାଉ କରାଯିବ।

Related posts

ଭାରତୀୟ ବୈଶ୍ଯ ମହାସଭା ତରଫରୁ ଅନୁପମା ଏକଘେରାଙ୍କୁ ଓଡିଶା ମହିଳା ଅଧ୍ୟକ୍ଷା ଭାବେ ମନୋନୀତ

mahabharatanews

୨୦ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ସିଦ୍ଧରମୈୟା

mahabharatanews

“ଲୋକସଭା ନିର୍ବାଚନରେ ​ବିଜେପି ୧୦୦ଟି ଆସନ ମଧ୍ୟ ପାଇବେ ନାହିଁ”: ସଞ୍ଜୟ ସିଂ

mahabharatanews