ଓଡିଶା

ମହାପ୍ରଭୁଙ୍କ ନବ ଯୌବନ ଦର୍ଶନ

(ଗୋପ/ ଜୟନ୍ତ ପ୍ରଧାନ): ଅଣସରରେ ଥିବା ମହାପ୍ରଭୁ ସୁସ୍ଥ ହୋଇ ଛନ୍ତି। ନବ ଯୌବନ ଦର୍ଶନ ଦେଇଛନ୍ତି ମହାପ୍ରଭୁ। ତେବେ କରୋନା କଟକଣା ହେତୁ ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥା ବନ୍ଦ ରହିଛି। ଏଣୁ ପତିତପାବନଙ୍କୁ ଭକ୍ତ ସିଂହ ଦ୍ୱାର ନିକଟରେ ଦର୍ଶନ କରିଛନ୍ତି। ମହାପ୍ରଭୁ ଙ୍କୁ ମୁଣ୍ଡିଆ ମାରି ଭକ୍ତ ଅପାର ଆନନ୍ଦ ଲାଭ କରିଛି।

Related posts

ଗୃହମନ୍ତ୍ରୀଙ୍କ ଢେଙ୍କାନାଳ ଜିଲ୍ଲାରେ ବିଭାଗୀୟ ସମୀକ୍ଷା

mahabharatanews

ସାରଥୀଙ୍କ ଦିବ୍ୟ ଶକ୍ତିର ପର୍ଦ୍ଦାଫାସ କଲେ ଅରୁଣ ବୋଥ୍ରା

mahabharatanews

ପୁରୀ ଜିଲ୍ଲାରେ ଲକ୍ ଡାଉନ୍ କଟକଣା ସାମାନ୍ୟ କୋହଳ 

mahabharatanews