ଓଡିଶା

ପୁରୀ ରେ ଆସି ପହଂଚିଛି ରଥ ନିର୍ମାଣ ପାଇଁ କାଠ

(ଗୋପ / ଜୟନ୍ତ କୁମାର ସେଠୀ ): ପୁରୀ ରେ ଆସି ପହଂଚିଛି ରଥ ନିର୍ମାଣ ପାଇଁ କାଠ। ଏହା ପ୍ରଥମ ପର୍ୟ୍ୟୟ ରହିଛି। ପରେ ପର୍ୟ୍ୟୟ କ୍ରମେ ନୟାଗଡ଼ ବନ ଖଣ୍ଡରୁ ରଥ କାଠ ଆସି ରଥ ଖଳା ରେ ପହଂଚିବ। ତେବେ ପ୍ରଥମ ପର୍ୟ୍ୟାୟରେ ୫୩ ଟି କାଠ ଆସିଛି। ୩୫ ଟି ଧଉରା ଓ ୨୧ ଟି ଅସନ କାଠ ଆସିଛି। ଏହାକୁ ସ୍ୱରସ୍ବତୀ ପୂଜା ଦିନ ପୂଜା ହେବାର ବିଧି ରହିଛି। ୨୦୨୦ ରଥଯାତ୍ରା ନେଇ ପ୍ରକ୍ରିୟା ଠାରୁ ଆରଂଭ ହୋଇ ସାରିଛି।। ଚଳିତ ମାସ ୬ ତାରିଖରେ ରଥ କାଠ ଚିନ୍ହଟ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ୪ ଜଣିଆ ପ୍ରତିନିଧି ମଣ୍ଡଳୀ ଆଜି ନୟାଗଡ଼ ଗସ୍ତ କରି ଥିଲେ। ନୟାଗଡ଼ର ମା ବଡ଼ ରାଉଳ ଠାକୁରାଣୀଙ୍କ ନିକଟରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ହୋଇ ଥିଲା। ପରେ ତିନି ରଥ ର କାଠ ଚିନ୍ହଟ ସହ ଗଛ କଟା ଆରମ୍ଭ ହୋଇଥିଲା।ଚଳିତ ବର୍ଷ ରଥଯାତ୍ରା ନିମନ୍ତେ ତିନି ରଥ ପାଇଁ ୮ ଶହ ୬୫ ଟି କାଠ ଆବଶ୍ୟକ ରହିଛି। ତେବେ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ପୂର୍ବ ବର୍ଷ ୧୯୩ ଟି କାଠ ଗଛିତ ଥିବା ବେଳେ ଚଳିତ ବର୍ଷ ୬୭୨ ଖଣ୍ଡ କାଠ ଆସିବ କ୍ଷ

Related posts

ଓଡ଼ିଶାର ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍

mahabharatanews

ବିଶାଖା-ଟାଟାନଗର ଏକ୍ସପ୍ରେସ ଧକ୍କାରେ ୩ ଶ୍ରମିକଙ୍କ ମୃତ୍ୟୁ

mahabharatanews

ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବସିବ ବିଧାୟକ ଦଳ ବୈଠକ

mahabharatanews