ଓଡିଶାରାଜନୀତି

ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବସିବ ବିଧାୟକ ଦଳ ବୈଠକ

ଆଜି ବସିବ ବିଜେପିର ବଡ଼ ବୈଠକ। ରାଜ୍ୟ କାର୍ଯ୍ୟାଳୟରେ ବସିବ ବିଧାୟକ ଦଳ ବୈଠକ। ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସଭାପତି ଉପସ୍ଥିତ ରହିବେ । ସମସ୍ତ ମନ୍ତ୍ରୀ ଏବଂ ବିଧାୟକ ମାନେ ଏହି ବୈଠକରେ ସାମିଲ ହେବେ । ସାଙ୍ଗଠନିକ ସ୍ଥିତି ଏବଂ ରଣନୀତି ନେଇ ବୈଠକରେ ଆଲୋଚନା ହେବ । ସକାଳ ୧୦ଟାରେ ବସିବାକୁ ଯାଉଛି ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ। ନିକଟରେ ରାଷ୍ଟ୍ରୀୟ ସଂଗଠନ ମନ୍ତ୍ରୀ ଆସି ବୈଠକ କରିଥିଲେ । ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସଭାପତିଙ୍କ ସହ ରୁଦ୍ଧ ଦ୍ୱାର ଆଲୋଚନା କରିଥିଲେ । ଏହା ସହ ଦିନକ ତଳେ ଦିଲ୍ଲୀ ଗସ୍ତରୁ ଫେରିଛନ୍ତି ମୁଖ୍ୟମନ୍ତ୍ରୀ। ତେଣୁ ଆଜିର ବୈଠକରେ କଣ ଆଲୋଚନା ହେଉଛି ତାଉପରେ ନଜର।

Related posts

ଶିମିଳିପାଳରୁ ୨୩ଟି ଦେଶୀ ବନ୍ଧୁକ

mahabharatanews

ରାଜ୍ୟରେ ୪୮ ନୂତନ ପଜିଟିଭ ସହ ମୋଟ ସଂଖ୍ୟା ୮୭୬ରେ ପହଞ୍ଚିଲା

mahabharatanews

ଅମାନିଆଙ୍କ ଠାରୁ ଫାଇନି ଆଦାୟ କଲା ଡେଲାଙ୍ଗ ପୋଲିସ

mahabharatanews