ଖେଳ

କମନୱେଲଥ ଗେମରୁ ବାଦ ପଡିଲେ ପିଭି ସିନ୍ଦୁ

କମନୱେଲଥ ଗେମରୁ ବରାଦ ପଡିଛନ୍ତି ପିଭି ସିନ୍ଧୁ । ଅନ୍ୟପଟେ କମନୱେଲଥ୍ ଗେମ୍ସର ଚମ୍ପିଆନ ଲକ୍ଷ ସେନ କାନାଡ଼ା ଓପନ ସୁପର ୫୦୦ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପହଞ୍ଚିଛନ୍ତି । ଲକ୍ଷ ସେନ ଜାପାନର କେଣ୍ଟା ନିଶିମୋଟୋଙ୍କୁ ପରାସ୍ତ କରି ଫାଇନାଲରେ ପହଞ୍ଚି ଛନ୍ତି । ଅକାନେ ୟାମାଗୁଚିଙ୍କ ସହ ସିନ୍ଧୁ ଗେମ୍ସ ଖେଳୁଥିବାବେଳେ ପରାସ୍ତ ହୋଇଛନ୍ତି ।
ଦୁଇଥର ଅଳମ୍ପିକ ପଦକ ଜିତିଥିବା ପିଭି ସିନ୍ଧୁ ମହିଳା ଏକକ ସେମିଫାଇନାଲରେ ଜାପାନର ୟାମାଗୁଚିଙ୍କ ଠାରୁ ୧୪-୨୧ ଓ ୧୪-୨୧ପରାସ୍ତ ହୋଇଛନ୍ତି । ଅନ୍ୟପଟେ ଜାପାନର ୧୧ତମ ର୍ୟାଙ୍କିଙ୍ଗରେ ଥିବା ଖେଳାଳୀଙ୍କୁ ଲକ୍ଷ ସେନ ୨୧-୧୭ ୨୧-୧୪ରେ ପରାସ୍ତ କରି ଦ୍ୱିତୀୟ ସୁପର ୫୦୦ ଫାଇନାଲରେ ପ୍ରବେଶ କରିଛନ୍ତି । ଗୋଟିଏ ବର୍ଷ ମଧ୍ୟରେ ଏହା ତାଙ୍କର ପ୍ରଥମ BWF ଫାଇନାଲ ହେବ ।

Related posts

ବିବାଦ ଘେରରେ ହକି ତାରକା: ବନ୍ଧୁଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ବିରେନ୍ଦ୍ର ଲାକ୍ରାଙ୍କ ନାରେ ଅଭିଯୋଗ !

mahabharatanews

ଭାରୋତ୍ତଳନରେ ଭାରତକୁ ଆଉ ଏକ ପଦକ

mahabharatanews

ସୌରଭ ହସ୍ପିଟାଲରୁ ଡିସଚାର୍ଜ

mahabharatanews