ଓଡିଶା

ବିଜେଡ଼ିରେ ଯୋଗ ଦେଲେ ପୂର୍ବତନ ବିଧାୟକ ରାଘବ ଚନ୍ଦ୍ର ସେଠୀ

(ଭୁବନେଶ୍ୱର) : ପୂର୍ବତନ ବିଧାୟକ ରାଘବ ଚନ୍ଦ୍ର ସେଠୀ ବିଜେଡ଼ିରେ ଯୋଗ ଦେଲେ। କଂଗ୍ରେସ ଟିକେଟ ରୁ ବାଲିପାଟଣା ନିର୍ବାଚନ ମଣ୍ଡଳୀ ରୁ ୧୯୮୫-୯୦ ଓ ଜୟଦେବ ନିର୍ବାଚନ ମଣ୍ଡଳୀରୁ ୨୦୦୦-୨୦୦୪ ଯାଏ ବିଜେଡ଼ି ରୁ ବିଧାୟକ ଥିଲେ। ପରେ ସେ ବିଜେପିରେ ଯୋଗ ଦେଇଥିଲେ। ଆଜି ପୁଣି ସେ ବିଜେଡ଼ି କୁ ଫେରିଛନ୍ତି। ଦଳ ରେ ଯୋଗ ଦେବା ପରେ ପ୍ରତିକ୍ରିୟା ରଖି କହିଲେ, ଯେ ମୁଁ ମୋ ପୁରୁଣା ଘର କୁ ଫେରିଛି। ଦଳ ପାଇଁ କାମ କରିବି।

Related posts

କାର୍ତିକ ମାସରେ ଅଦା ମହଙ୍ଗା 

mahabharatanews

ବକ୍ରପାଦ ଅସ୍ତ୍ରୋପଚାର ପାଇଁ ମାଲକାନାଗିରିରେ କ୍ୟାମ୍ପ

mahabharatanews

ସ୍ୱାଭିମାନ ଅଞ୍ଚଳରେ ସାପ୍ତାହିକ ହାଟ ବନ୍ଦ

mahabharatanews