ଓଡିଶାଭାରତ

ଓଡିଶାରେ ରାହୁଲଙ୍କ ‘ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା’ 

(ଭୁବନେଶ୍ୱର) : ଆଜି ଅର୍ଥାତ ମଙ୍ଗଳବାର ଅପରାହ୍ନରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ‘ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା’ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବେଶ କରିବ। ରାହୁଲ ସୁନ୍ଦରଗଡ଼ ଜିଲ୍ଲାରେ ରେ ୪.୪ କିମି ପଦଯାତ୍ରା କରିବା ସହିତ ୪ଟି ଜନସମାବେଶରେ ସ‌େମ୍ବାଧିତ କରିବେ।

ସୂଚନାନୁଯାୟୀ , ସେହିସବୁ ସ୍ଥାନଗୁଡ଼ିକ ହେଲା, ବୀରମିତ୍ରପୁର, ରାଉରକେଲା ପାନପୋଷ ଛକ, ରାଣୀବନ୍ଧ(ରାଜଗାଙ୍ଗପୁର) ଓ ସୁନ୍ଦରଗଡ଼। ଏଥିପାଇଁ ଦଳ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ରାହୁଲଙ୍କ କାର୍ଯ୍ୟକ୍ରମ ସମ୍ପର୍କରେ ପିସିସି ସଭାପତି ଶରତ ପଟ୍ଟନାୟକ ବିସ୍ତୃତ ସୂଚନା ଦେଇଛନ୍ତି। ବୁଧବାର ସକାଳେ ରାମପାଲରୁ ବାହାରି ରାଉରକେଲା ଉଦିତନଗରରେ ପହଞ୍ଚିବେ। ପୂର୍ବାହ୍ନ ସାଢ଼େ ୯ଟାରେ ସ୍ଥାନୀୟ ଏସ୍‌ପି ଅଫିସ ସମ୍ମୁଖରୁ ପଦଯାତ୍ରା ବାହାରିବ। ପ୍ରାୟ ୩.୪ କିଲୋମିଟର ପଦଯାତ୍ରା ପାନପୋଷ ଛକରେ ପହଞ୍ଚିବାପରେ ପୂର୍ବାହ୍ନ ୧୦ଟାରେ ଜନସମାବେଶରେ ସେ ଯୋଗଦେବେ।

Related posts

ବିଜେଡିରୁ ବିଦା ହେଲେ ରାଜେନ୍ଦ୍ର

mahabharatanews

ଓଡିଶାକୁ ବୁଡାଇଲା ପୋଲାଭରମ ପ୍ରକଳ୍ପ:ଡ୍ୟାମର ପଛୁଆ ଜଳ ଯୋଗୁଁ ବୁଡ଼ିଲା ମୋଟୁର ମୁଗି ପଏଣ୍ଟ

mahabharatanews

ମଣିଷଖିଆ କୁମ୍ଭୀରଙ୍କ ଉତ୍ପାତ; ଉଦ୍ଧାର ହେଲା ବାବାଙ୍କ ମୁଣ୍ଡ 

mahabharatanews