ଭାରତ

ଜଳୁଛି ରାଜସ୍ଥାନ

(ରାଜସ୍ଥାନ): ଜଳୁଛି ରାଜସ୍ଥାନ । ଭୀଷଣ ଗ୍ରୀଷ୍ମପ୍ରବାହ ଯୋଗୁଁ ଆଜି ଦୁଇ ଜଣ ପ୍ରାଣ ହରାଇଛନ୍ତି। ଆଜି ଦେଶର ସବୁଠାରୁ ଉତ୍ତପ୍ତ ସ୍ଥାନ। ଏଠାରେ ଆଜି ସର୍ବୋଚ୍ଚ ତାପମାତ୍ରା ୫୧ ଡିଗ୍ରି ରେକର୍ଡ କରାଯାଇଛି । ରାଜ୍ୟରେ ଆଉ ଦୁଇ ତିନି ଦିନ ଏଭଳି ଗ୍ରୀଷ୍ମ ପ୍ରବାହ ଜାରି ରହିବ। କେବଳ ରାଜସ୍ଥାନ ନୁହେଁ, ସମଗ୍ର ଉତ୍ତର ଭାରତ ମଧ୍ୟ ରୌଦ୍ରତାପରେ କଳବଲ ହେବ। ଭାରତୀୟ ପାଣିପାଗ ସୂତ୍ରରୁ ମିଳିଛି ।

ସୂଚନା ଅନୁଯାୟୀ ,ଦିଲ୍ଲୀ, ପଞ୍ଜାବ, ହରିଆଣା, ଉତ୍ତର ପ୍ରଦେଶରେ ମଧ୍ୟ କିଛି ଦିନ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ଆଜି ମଧ୍ୟପ୍ରଦେଶର ସାଗରରେ ୪୬ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ତେଲେଙ୍ଗାନାର ଆଦିଲାବାଦ‌ରେ ୪୪ ଏବଂ ଛତିଶଗଡ଼ ରାୟପୁରରେ ୪୩ ଡିଗ୍ରି ରେକର୍ଡ କରାଯାଇଛି।

Related posts

ପଶ୍ଚିମବଙ୍ଗରେ ପହଞ୍ଚିବ ରାହୁଲଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା

mahabharatanews

ରାଜ୍ୟସଭା ପ୍ରାର୍ଥୀ ପାଇଁ ସ୍ୱାଧୀନ ପ୍ରାର୍ଥୀଙ୍କୁ ଆମେ ସମର୍ଥନ କରିବୁ ।

mahabharatanews

କଂଗ୍ରେସ ସଭାପତି ପଦ ପାଇଁ ପ୍ରତିଦ୍ୱନ୍ଦିତାକୁ କରିବାକୁ ଶଶୀ ଥରୁର ଆଗ୍ରହୀ

mahabharatanews