ଭାରତ

ଗିନିସ ବୁକ୍‌ରେ ସ୍ଥାନ ପାଇଲା ରାମଚରିତମାନସ

(ବାରାଣସୀ) : ଆଜିକାଲି ଯୁବପିଢ଼ିମାନେ ବିଭିନ୍ନ ପ୍ରକାରର କଳାକୌଶଳ ପ୍ରଦର୍ଶନ କରି ରେକର୍ଡ ସୃଷ୍ଟି କରୁଛନ୍ତି । ତେବେ ଏହି କ୍ରମରେ ବାରାଣସୀର ଡ ଜଗଦୀଶ ପିଲାଇ ଶ୍ରୀରାମଚରିତମାନସକୁ ୧୩୮ ଘଣ୍ଟା ୪୧ ମିନିଟ୍‌ ଓ ୨ ସେକେଣ୍ଡରେ ଗାଇ ବିଶ୍ବର ଦୀର୍ଘତମ ଗୀତ ଗାଇବାରେ ଗିନିସ ବିଶ୍ବ ରେକର୍ଡରେ ସ୍ଥାନ ପାଇଛନ୍ତି।

ସୂଚନାନୁଯାୟୀ , ଶ୍ରୀରାମଚରିତମାନସ ମଧ୍ୟ ବିଶ୍ବର ଦୀର୍ଘତମ ଗୀତର ମାନ୍ୟତା ପାଇଛି। ଦୀର୍ଘ ପାଞ୍ଚବର୍ଷ ଧରି ବିଶ୍ବର ୧୦୦ରୁ ଅଧିକ ଅଫିସିଆଲ ଅଡିଓ ଚାନେଲରେ ଶ୍ରୀରାମଚରିତମାନସ ଗାଇବା ପରେ ଡ ପିଲାଇ ଗିନିସ ବୁକ୍‌ରେ ନିଜର ନାମ ପଞ୍ଜୀକୃତ କରିପାରିଛନ୍ତି।

Related posts

ବାଲାଟ ପେପର ନିର୍ବାଚନକୁ ଖାରଜ କଲେ ସୁପ୍ରିମକୋର୍ଟ

mahabharatanews

ଘଣ୍ଟାକ ମଧ୍ୟରେ ନେପାଳରେ ୪ ଥର ଭୂକମ୍ପ

mahabharatanews

ଅନନ୍ତନାଗରେ ଜଣେ ଆତଙ୍କବାଦୀର ଶବ ଉଦ୍ଧାର

mahabharatanews