ମନୋରଞ୍ଜନ

‘ଆଦିପୁରୁଷ ଦେଖି ପରଦା ଫାଡ଼ି ଦେବାପାଇଁ ଇଛା ହେଉଥିଲା’: ରାମାୟଣର ଲକ୍ଷ୍ମଣ 

(ମୁମ୍ବାଇ):  ଓମ୍ ରାଉତଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ଆଦିପୁରୁଷ’ ରିଲିଜ୍‌ ହେବାର ୩ ଦିନ ପର୍ଯ୍ୟନ୍ତ ଜବରଦସ୍ତ ଆୟ କରିବା ପରେ ୪ର୍ଥ ଓ ୫ମ ଦିନରେ ଆୟ କମିଛି । ରାମାନନ୍ଦ ସାଗରଙ୍କ ରାମାୟଣରେ ଲକ୍ଷ୍ମଣ ଭୂମିକାରେ ଅଭିନୟ କରିଥିବା ଅଭିନେତ‌ା ସୁନୀଲ ଲହରି ଏହି ସିନେମାକୁ ନେଇ ନିଜର ପ୍ରତିକ୍ରିୟା ଦେଇଛନ୍ତି ।

ସୂଚନାନୁଯାୟୀ , ସିନେମା ଦେଖି ସାରିବା ପରେ ସୁନୀଲ ଲହରି କହିଛନ୍ତି, ‘ ମୋତେ ସିନେମାର କୌଣସି ଦିଗ ପସନ୍ଦ ଆସିଲାନାହିଁ। ସିନେମା ହଲରେ ଚୌକିରେ ବସି ‘ଆଦିପୁରୁଷ’ ଦେଖୁଥିବା ବେଳେ ଏଥିରେ ଥିବା ସଂଳାପ ଶୁଣି ଇଚ୍ଛା ହେଉଥିଲା ପରଦା ଫାଡ଼ି ଦେବାପାଇଁ। ଏହି ସିନେମା ଦେଖି ପ୍ରଭୁ ହନୁମାନ ବି ମୁଣ୍ଡ ବାଡେଇ ଦେଉଥିବେ। ଫୁଟପାତରେ ଲୋକେ ଯେଭଳି କଥାବାର୍ତ୍ତା କରନ୍ତି। ଏଥିରେ ସେଭଳି ଭାଷା ଶୁଣିବାକୁ ମିଳୁଛି। ଏହା ଅତ୍ୟନ୍ତ ଲଜ୍ଜ୍ୟନୀୟ।’

Related posts

ଅନଶନ ଭାଙ୍ଗିଲେ ସନ୍‌ଲିସା, ୨୮ରେ ବୈଠକ

mahabharatanews

ନିଜକୁ ସୀତା ମାତା କହି ଟ୍ରୋଲ ହେଲେ କ୍ରିତି

mahabharatanews

ଆଖି ବୁଜିଲେ ଅଭିନେତ୍ରୀ ମଞ୍ଜୁ ସିଂହ

mahabharatanews