ମନୋରଞ୍ଜନ

ସାଉଥ ସୁପରଷ୍ଟାର ରାମ ଚରଣଙ୍କ ଘରକୁ ଆସିଲା କୁନି ଅତିଥି  

(ମୁମ୍ବାଇ) : ବାପା ହେଲେ ସାଉଥ ସୁପରଷ୍ଟାର ରାମ ଚରଣ । ରାମଙ୍କ ଘରେ ଏବେ କୁନି ଅତିଥି ଜନ୍ମ ନେଇଛି  | ବାସ୍ତବରେ ଉଭୟ ଆଜି ପିତାମାତା ହୋଇଛନ୍ତି | ସାଉଥ୍‌ ସୁପରଷ୍ଟାର ଅଭିନେତା ରାମ ଚରଣ ଇନଷ୍ଟାଗ୍ରାମରେ କିଛି ମାସ ପୂର୍ବରୁ ତାଙ୍କ ପତ୍ନୀ ଗର୍ଭବତୀ ଥିବାର ପ୍ରଶଂସକଙ୍କୁ ସୂଚନା ଦେଇଥିଲେ।

ଆଉ ଆଜି ଅଭିନେତା ଏକ ପୋଷ୍ଟ ସେୟାର କରି କହିଛନ୍ତି ଯେ ସେ ଏବଂ ତାଙ୍କ ପତ୍ନୀ ଉପାସନା ସେମାନଙ୍କର ପ୍ରଥମ ସନ୍ତାନକୁ ସ୍ୱାଗତ କରିଛନ୍ତି। ଆଜି ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ କନ୍ୟାସନ୍ତାନଟିଏ ଜନ୍ମ ହୋଇଥିବାବେଳେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଉଭୟ ମା ଓ କନ୍ୟା ସନ୍ତାନ ସୁସ୍ଥ ଅଛନ୍ତି |

Related posts

ରିଲିଜ ହେଲା ଅକ୍ଷୟ କୁମାରଙ୍କ ଚଳଚ୍ଚିତ୍ର ‘Mission Raniganj The Great Bharat Rescue’ 

mahabharatanews

ଏହି ଫିଲ୍ମ ପାଇଁ ୧୦କୋଟି ନେବେ  ସାଇ ପଲ୍ଲବୀ  

mahabharatanews

ଏଲଭିଶ ଯାଦବଙ୍କ ବିରୋଧରେ ଏକ ମାମଲା ରୁଜୁ

mahabharatanews