ମନୋରଞ୍ଜନ

ଏଲଭିଶ ଯାଦବଙ୍କ ବିରୋଧରେ ଏକ ମାମଲା ରୁଜୁ

(ମୁମ୍ବାଇ) :  ବିଗ୍ ବସ୍ OTT-୨  ବିଜେତା ତଥା ପ୍ରସିଦ୍ଧ ୟୁଟ୍ୟୁବର୍ ଏଲଭିଶ ଯାଦବ ରେଭ୍ ପାର୍ଟି ଏବଂ ସାପ ବିଷ ମାମଲାକୁ ନେଇ ଶେଷରେ ମୁହଁ ଖୋଲିଛନ୍ତି । ଏହି ମାମଲାରେ ନୋଏଡା ପୋଲିସ ଏଲଭିଶ ଯାଦବଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛନ୍ତି ।ତାଙ୍କ ବିରୋଧରେ ନୋଏଡାଠାରେ ଏକ ରେଭ ପାର୍ଟି ଆୟୋଜନ କରିବା, ବିଦେଶୀ ଝିଅମାନଙ୍କୁ ଡାକିବା ଏବଂ ସାପ ବିଷରେ ନିଶା କରିବା ପରି ଅଭିଯୋଗ ରହିଛି ।

ସୂଚାନନୁଯାୟୀ , ଶୁକ୍ରବାର ଦିନ ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରି ଏଲଭିଶ ଯାଦବ ଏହି ସମସ୍ତ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି।  ଅଲଭିଶ ଯାଦବ କହିଛନ୍ତି, ସମସ୍ତ ଅଭିଯୋଗ ଭିତ୍ତିହୀନ, ମୋ ନାମକୁ ନଷ୍ଟ କରାଯାଉଛି । ମୋ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗ ଭିତ୍ତିହୀନ। ସମସ୍ତ ଅଭିଯୋଗ ନକଲି। ଏଗି ଅଭିଯୋଗରେ ଏକ ପ୍ରତିଶତ ସତ୍ୟତା ନାହିଁ, ମୋତେ ବଦନାମ କରାଯାଉଛି । ମୁଁ ୟୁପି ପୋଲିସ ସହ ସହଯୋଗ କରିବାକୁ ପ୍ରସ୍ତୁତ । ଯଦି ଏହି ଅଭିଯୋଗରେ 1 ପ୍ରତିସତ ସତ୍ୟତା ଥାଏ ତେବେ ମୁଁ ଏହି ବିବଦର ପୁରା ଦାୟିତ୍ ନେବି ।

Related posts

ଆଇଜିଟି ୯ର ବିଜେତା ହେଲେ ଦିବ୍ୟାଂଶୁ ଓ ମନୁରାଜ

mahabharatanews

ଡାକ୍ତରଖାନାରେ ଉର୍ଫି

mahabharatanews

୧୧୦୦ କୋଟି ଆୟ କଲା ଶାହାରୁଖ୍‌ଙ୍କ ଫିଲ୍ମ‘ଯବାନ

mahabharatanews