ଓଡିଶା

ଇନ୍ସୁରାନ୍ସ, ପରମିଟ ଓ ଫିଟନେସ କୁ ନେଇ ଜୋରଦାର ଧରପଗଡ଼…

ଆକ୍ସନ ମୋଡ଼ରେ ପରିବହନ ବିଭାଗ। ଇନ୍ସୁରାନ୍ସ, ପରମିଟ ଓ ଫିଟନେସ କୁ ନେଇ ଜୋରଦାର ଧରପଗଡ଼। ଜାତୀୟ ରାଜପଥରେ ଯାଉଥିବା ଗାଡ଼ି ମଟର ଏବଂ ବସର କାଗଜପତ୍ର ଯାଞ୍ଚ। ଇନ୍ସୁରାନ୍ସ , ଫିଟନେସ ନଥିବା ଗାଡ଼ି ହେଲା ଜବତ। ରେଜିଷ୍ଟ୍ରେସନ କ୍ୟାନ୍ସଲ୍ ପାଇଁ ନିଆ ଯିବ ପଦକ୍ଷେପ। ବୈଧ ଫିଟନେସ୍ ଏବଂ ବୀମା ନଥାଇ ରାସ୍ତାରେ ଚାଲୁଥିବା ଅଯୋଗ୍ୟ ଗାଡ଼ିଗୁଡ଼ିକୁ ଚିହ୍ନଟ କରିବା ପାଇଁ ପରିବହନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଯାଞ୍ଚ ଅଭିଯାନ ଜାରି।

ରାଜ୍ୟରେ ଥିବା ବିଭିନ୍ନ RTOଙ୍କ ପକ୍ଷରୁ ନିୟମ ଉଲ୍ଲଂଘନ କରୁଥିବା ଗାଡ଼ିଗୁଡ଼ିକୁ ତୁରନ୍ତ ଅଟକ ରଖାଯାଇ ମୋଟର ଯାନ ଆଇନ ଅନୁଯାୟୀ ହେଉଛି କାର୍ଯ୍ୟାନୁଷ୍ଠାନ। ଭୁବନେଶ୍ୱର rto 1 ଆଚାର୍ଯ୍ୟ ବିହାରରେ ଯାଞ୍ଚ୍ କରୁଥିବା ଏବଂ rto 2 ନନ୍ଦନକାନନ ଥାନା ଅଞ୍ଚଳରେ ଚେକିଂ କରିଚନ୍ତି l

Related posts

୨୦ରୁ ୨୨ ବର୍ଷିବ ପ୍ରବଳ

mahabharatanews

ଏୟାର ପୋର୍ଟରେ ନାଗସାପ

mahabharatanews

ଅକ୍ଟୋବର ୧ ପୂର୍ବରୁ ହୀରାକୁଦ ଜଳସ୍ତର ଶୀର୍ଷରେ 

mahabharatanews