ମନୋରଞ୍ଜନ

ପୁଷ୍ପା-୨ ସୁଟିଂ ସେଟରେ ପହଞ୍ଚିଲା ଲାଲ ଚନ୍ଦନ କାଠ

(ମାଲକାନଗିରି) : ଯୁବପିଢିଙ୍କ କ୍ରେଜ‘ପୁଷ୍ପା ଦ ରୁଲ୍’ ମାଲକାନଗିରି ଜିଲ୍ଲାରେ ସୁଟିଂ ହେବାକୁ ଯାଉଛି। ଏନେଇ ମାଲକାନଗିରି ଜିଲ୍ଲା ସୀମାନ୍ତରେ ପୁଷ୍ପା-୨ ପାଇଁ କୃତିମ ଲାଲ ଚନ୍ଦନ କାଠ ପହଞ୍ଚି ସାରିଛି।

ସୂଚନାନୁଯାୟୀ , ତେବେ ଖୁବ୍ ଶୀଘ୍ର ଏହି ସୁଟିଂ ଆରମ୍ଭ ହେବ ବୋଲି ଜଣାପଡିଛି।  କେବଳ ଯେ କୃତିମ ଲାଲ ଚନ୍ଦନ କାଠ ନୁହେଁ ତା ସହିତ ପାହାଡ ସୃଷ୍ଟି ପାଇଁ କୃତିମ ପଥର ଓ କୃତିମ ଗଛ ଓ କାଠ ଗଣ୍ଡି ମଧ୍ୟ ସେଠାରେ ପହଞ୍ଚି ସାରିଛି। ଏଥିସହ ସୁଟିଂ ଷ୍ଟେଜ ପାଇଁ ବ୍ୟବହୃତ ଅନ୍ୟାନ ସାମଗ୍ରୀକୁ ମଧ୍ୟ ସେଠାକୁ ଆଣିଥିବାର ଦେଖିବାକୁ ମିଳିଛି।

Related posts

ରାମଲାଲାଙ୍କ ପାଇଁ ୧୧ କିଲୋର ସୁନା ମୁକୁଟ ଦାନ କରିବ ମହାଠକ

mahabharatanews

ୱାହିଦାଙ୍କୁ ସମ୍ମାନଜନକ ଦାଦା ସାହେବ ଫାଲକେ ପୁରସ୍କାର

mahabharatanews

ବାସନ୍ଦ ହେଲେ ଚର୍ଚ୍ଚିତ ଅଭିନେତା ମନୋଜ ମିଶ୍ର

mahabharatanews