ଓଡିଶା

କଟକ ଚାନ୍ଦବାଲି ରାସ୍ତାରେ ସଡ଼କ ଦୁର୍ଘଟଣା

କଟକ ଚାନ୍ଦବାଲି ରାସ୍ତା ସାଲେପୁର କୁଳିଆ ଛକ ନିକଟରେ 12 ଚକିଆ ଟ୍ରକ ସହ ବୋଲେରୋ ଗାଡି ମୁହାଁ ମୁହିଁ ଧକ୍କା। ସ୍ଥାନୀୟ ଲୋକେ ଓ ଦମକଳ ବାହିନୀର ସହଯୋଗରେ 7 ଗୁରୁତରଙ୍କୁ ମେଡିକାଲ କଲେ ସ୍ଥାନାନ୍ତର। ଘଟଣାରୁ ଜଣାଯାଏ ବୋଲେରୋ ଗାଡିଟି କଟକରୁ କେନ୍ଦ୍ରାପଡ଼ା ଅଭିମୁଖେ ଯାଉଥିବା ବେଳେ ଟ୍ରକଟି କେନ୍ଦ୍ରାପଡ଼ାରୁ କଟକ ଅଭିମୁଖେ ଯାଉଥିବା ବେଳେ ଝିପିଝିପି ବର୍ଷ ସମୟରେ ମୁହଁମୁହିଁ ହୋଇଥିଲା ଧକ୍କା।

ସ୍ଥାନୀୟ ଲୋକେ ଓ ପୋଲିସ, ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଉଧାର କରି ସାଲେପୁର ଗୋଷ୍ଠି ସ୍ୱାସ୍ତ୍ୟ କେନ୍ଦ୍ରକୁ କରିଥିଲେ ସ୍ଥାନାନ୍ତର। ହେଲେ ବୋଲେରୋ ଡ୍ରାଇଭର ଗାଡ଼ିରେ ଚାପି ହୋଇ ରହିଥିବା ବେଳେ ଦମକଳ ବାହିନୀର ସହଯୋଗରେ ଉଧାର କରାଯାଇ ମେଡିକାଲକୁ ସ୍ଥାନାନ୍ତର କରିଥିଲେ। ହେଲେ ପୋଲିସ ଘଟଣାସ୍ଥଳରେ ପହଂଚି ଟ୍ରାଫିକ କଣ୍ଟ୍ରୋଲ କରିବା ସହ ତଦନ୍ତ ଜାରି ରଖିଛି।

Related posts

କଳାକୌଶଳ ଦେଖାଇବେ ବାୟୁସେନାର ଫାଇଟର ଜେଟ୍‌ : ଏୟାର ଶୋ’ ପାଇଁ ଫୁଲ ଡ୍ରେସ ରିହର୍ସାଲ

mahabharatanews

ରାଜ୍ୟରେ ନୂଆ ୧୨୦ କରୋନା ସଂକ୍ରମିତ ଚିହ୍ନଟ

mahabharatanews

ବେଆଇନ କରତକଳ ଉପରେ ଚଢାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରପାତି ଜବତ

mahabharatanews