(ମହାଭାରତ): ପ୍ରେମ ଆଉ ଶାରୀରିକ ସମ୍ପର୍କ ଉଭୟ ପରିପୂରକ । ରୋମାନ୍ସ ନ୍ରୁଆ ସମ୍ପର୍କକୁ ମଜବୁତ କରିଥାଏ । କିନ୍ତୁ କିଛି ଦିନ ପରେ ନିଜର ଚା୍କିରୀ ଆଉ ପରିବାର ଭିତରେ ବ୍ୟସ୍ତ ରହି ଧିରେ ଧିରେ ଏହା କମି ଯାଇଥାଏ । ଫଳରେ ଶରୀରିକ ସମ୍ପର୍କରେ ଶୀଥିଳତା ସହ ମନ ଅଶାନ୍ତି ଦେଖାଯାଏ । ଯାହାର ପ୍ରଭାବ ଆପଣଙ୍କ ସାଥି ଉପରେ ପଡ଼ିଥାଏ । ଯଦି ଆପଣଙ୍କର ଏଭଳି ବାଧାବିଘ୍ନ ଉପୁଜୁଛି ତେବେ ରୋମାନ୍ସ ମୁଡ଼ ଆଣିବା ପାଇଁ ନିଶ୍ଚୟ ଆପଣାନ୍ତୁ ଏଭଳି ଟିପ୍ସ:-
ଏକାକୀ ସମୟ ବିତାନ୍ତୁ : ନିଜର ସାପ୍ତାହିକ ଅବସର ଦିବସରେ ସାଥିଙ୍କୁ ବୁଲାଇକୁ ନିଅନ୍ତୁ । ସକାଳ ବ୍ରେକଫାଷ୍ଟ ଠାରୁ ଆରମ୍ଭ କରି ରାତି ଡ଼ିନର ପର୍ଯ୍ୟନ୍ତ ମିଶିକି ଖିଆପିଆ କରନ୍ତୁ । ଯାହା ଦ୍ୱାରା ଆପଣଙ୍କ ହୃଦୟର କଥା ପରସ୍ପର ବୁଝିପାରିବେ । ମଝିରେ ମଝିରେ ଚୁମ୍ବନ ଦେଇ ସାଥିଙ୍କୁ ଆକର୍ଷିତ କରନ୍ତୁ ।
ରୋମାଣ୍ଟିକ କଥା: ସମ୍ପର୍କ ପୁରୁଣା ହୋଇଗଲେ ମଧ୍ୟ ରୋମାନ୍ସ ଭରା କଥାବାର୍ତ୍ତା ବନ୍ଦ କରନ୍ତୁ ନାହିଁ । ଯାହା ଆପଣଙ୍କ ରାତ୍ରିର ସମ୍ପର୍କରେ ଆଗକୁ ବଢ଼ିବାରେ ସାହାର୍ଯ୍ୟ କରେ ।
ପ୍ରେମ ପତ୍ର ଲେଖନ୍ତୁ: ନିଜ ମନରେ ସାଥିଙ୍କ ପ୍ରତି ଭଲପାଇବାକୁ ଜତେଇବାକୁ । ନିଜର ଅନୁଭୂତି ଏବଂ ଯୋଜନାକୁ ଡ଼ାଇରରେ ଲେଖି ସାଥିଙ୍କୁ ପଢ଼ାନ୍ତୁ ।
ଗିଫ୍ଟ: ସାଥିଙ୍କ ରୋମାନ୍ସ ମୁଡ଼ ପାଇଁ ଆପଣ ଛୋଟ ଛୋଟ ଗିପ୍ଟ ଦେଇ ,ଶାରୀରିକ ସର୍ମ୍ପକ ସ୍ଥାପନା କରନ୍ତୁ । ଯଦି ସେ ଏହାକୁ ଗ୍ରହଣ କରିନେଉଛନ୍ତି ,ତେବେ ଆପଣ ଜାଣିବେ ସେ ରାଜି ଅଛନ୍ତି ।
ଶାରୀରିକ: ଏକାକୀ ବିତାଉଥିବା ସମୟରେ ସାଥିଙ୍କ ସେନସେଟିଭି ପାର୍ଟକୁ ଛୁଇଁ ଆକର୍ଷିତ କରିପାରିବେ । ଫଳରେ ଉଭୟ ଭଲ ଆଟାଚମେଣ୍ଟ ହୋଇପାରିବେ । ଫଳରେ ଆପଣଙ୍କ ପ୍ରେମ ଓ ସମ୍ପର୍କ ସଫଳ ହୋଇପାରିବ ।
previous post
next post
