ମନୋରଞ୍ଜନ

ପରଲୋକରେ ‘ଆର୍‌ଆର୍‌ଆର୍‌’ ଅଭିନେତା

(ମୁମ୍ବାଇ) : ଆଖି ବୁଜିଲେ ‘ଆର୍‌ଆର୍‌ଆର୍‌’ ଚଳଚ୍ଚିତ୍ରରେ ବ୍ରିଟିଶ ଗଭର୍ଣ୍ଣରଙ୍କ ଭୂମିକାରେ ନଜର ଆସିଥିବା ଷ୍ଟିଭେନ୍‌ସନ । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୮ ବର୍ଷ ବୟସ ହୋଇଥିଲା। ରବିବାର ଦିନ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ସୂଚନାନୁଯାୟୀ , ୨୦୦୪ ମସିହାରେ ସେ ଆଣ୍ଟୋଏନ୍ ଫୁକାଙ୍କ “କିଙ୍ଗ ଆର୍ଥର୍”ରେ ଆସିଥିବା ବେଳେ ଅନେକ ବର୍ଷ ପରେ ଷ୍ଟିଭେନ୍ସନ ପ୍ରି-ଡିଜନି ମାର୍ଭେଲ ଆଡାପ୍ଟେସନ୍ “ପନିସର୍‌: ୱାର୍‌ ଜୋନ୍‌” ରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ପରଦା କଥା କହିଲେ ସେ ‘ରୋମ୍‌’ ଧାରାବାହିକରେ ରଗିସ୍‌ ଟିଟସ୍ ପୁଲୋ ଭୂମିକାରେ ଦେଖିବାକୁ ମିଳିଥିଲେ। ଏହି ଚରିତ୍ର ହିଁ ଆମେରିକାରେ ତାଙ୍କର କ୍ୟାରିୟର୍‌କୁ ଆଗକୁ ନେଇବାରେ ସହାୟ ହୋଇଥିଲା।

Related posts

“ମୁଁ କଙ୍ଗନାଙ୍କୁ ପସନ୍ଦ କରେ” :ଇମ୍ରାନ ହାସମୀ 

mahabharatanews

୮ରେ ରିଲିଜ ହେବ ଅଜୟଙ୍କ ଫିଲ୍ମ ‘Shaitaan’

mahabharatanews

ରିଲିଜ ହେଲା  ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘ଦ ଭ୍ୟାକ୍ସିନ୍ ୱାର୍’

mahabharatanews