ଓଡିଶା

ପାଣି ପଞ୍ଚାୟତ ସଚେତନତା ଶିବିର ଅନୁଷ୍ଠିତ

(ଓମ୍ ପ୍ରକାଶ ମିଶ୍ର/ସୋନପୁର): ବିନିକା ବ୍ଲକ ଠାରେ ଉଠା ଜଳସେଚନ ବିଭାଗ ତରଫରୁ ପାଣି ପଞ୍ଚାୟତ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଶିବିରରେ ଉଠା ଜଳସେଚନ ପ୍ରକଳ୍ପର କୄଷକ ମାନଙ୍କୁ ନେଇ ଏକ ପାଣି ପଞ୍ଚାୟତର ମହାଦେବ ପାଲି ଗ୍ରାମ ପଞ୍ଚାୟତ ର ପଣ୍ଡକିଡାଲ,ଘୋଡାଧାର,ସଂସାମୁରା,କରତଙ୍ଗ,ଗରିଆପାଲି,ସକମା,ସେଲେଡି,ଘଣ୍ଟପାଲି ଓ ମହାଦେବପାଲି ଗ୍ରାମର ପ୍ରାୟ ୫୦ ଟି ପାଣି ପଞ୍ଚାୟତ ୧୦୦ ରୁ ଉର୍ଦ୍ଧ ଚାଷୀ ଯୋଗଦେଇଥିଲେ।ଉଠା ଜଳସେଚନ ପ୍ରକଳ୍ପ ରକ୍ଷଣାବେକ୍ଷଣ, ମରାମତି,ଜଳ ପରିଚାଳନା,ପ୍ରକଳ୍ପ ର ପୁନରୁଧାର ପ୍ରଣାଳୀ,ଜଳବଣ୍ଟନ,କୄଷୀ ବିଭାଗ ତରଫରୁ ପରିଚାଳିତ ବିଭିନ୍ନ ଯୋଜନା,ଗଭୀର ନଳକୂପ ଜନୀତ ସମସ୍ୟା ର ସମାଧାନ କିପରି ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ।

Related posts

ପାଟଣାଗଡ: ଦୁଇ ପୃଥକ ସ୍ଥାନରେ ଦୁର୍ଘଟଣା, ୨ ମୃତ

mahabharatanews

“ଆପଣଙ୍କ ପ୍ରତିଟି ଭୋଟ୍ ଅତ୍ୟନ୍ତ ମୂଲ୍ୟବାନ”: ମୁଖ୍ୟମନ୍ତ୍ରୀ

mahabharatanews

ଡେଙ୍ଗୁ ଆତଙ୍କ :  କେବଳ ଭୁବନେଶ୍ୱରରୁ ୨୦୦ ଆକ୍ରାନ୍ତ ଚିହ୍ନଟ 

mahabharatanews