ଓଡିଶା

ବିଜେଡି ଛାଡିଲେ ପୂର୍ବତନ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ 

(ଭୁବନେଶ୍ୱର) : ବିଜେଡିରୁ ଆଜି ବିଧିବଦ୍ଧ ଇସ୍ତଫା ଦେଇଛନ୍ତି ଜଣେ ପୁରାତନ ବିଧାୟକ । ଖଲ୍ଲିକୋଟର ପୂର୍ବତନ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ ବିଜେଡି ଛାଡିଛନ୍ତି । ପୂର୍ଣ୍ଣ ଚନ୍ଦ୍ର ନିଜର ଇସ୍ତାଫା ପତ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖକୁ ପଠେଇଛନ୍ତି । ବିଜେଡିରୁ ଇସ୍ତଫାର କାରଣ ପୂର୍ଣ୍ଣ ଚନ୍ଦ୍ର ଦର୍ଶାଇ ନାହାନ୍ତି ।

ସୂଚନାନୁଯାୟୀ , କିନ୍ତୁ ସେ ଭାରି ହୃଦୟରେ ଇସ୍ତାଫା ଦେଇଥିବା କଥା ଚିଠିରେ ଲେଖିଛନ୍ତି । ପୂର୍ଣ୍ଣ ଚନ୍ଦ୍ର ସେଠୀ ବିଜେଡି ଟିକେଟରେ ଦୁଇ ଥରର ବିଧାୟକ ହୋଇଛନ୍ତି । ୨୦୦୯ରୁ ୨୦୧୪ ଓ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ସେ ବିଜେଡି ଟିକେଟରେ ଖଲ୍ଲିକୋଟ ଆସନରୁ ବିଧାନସଭା ଆସିଥିଲେ । ତେବେ ପୂର୍ଣ୍ଣ ଚନ୍ଦ୍ର ସେଠୀ ଖୁବଶୀଘ୍ର ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇପାରନ୍ତି । ତେବେ ଗତ ନିର୍ବାଚନରେ ଦଳ ପୂର୍ଣ୍ଣ ଚନ୍ଦ୍ରଙ୍କ ବଦଳରେ ସୂର୍ଯ୍ୟମଣି ବୈଦ ଟିକେଟ ଦେଇଥିଲେ ବିଜେଡି ସଭାପତି

Related posts

ବିଏମସି ଅଞ୍ଚଳରେ ଜବର ଦଖଲ ହୋଇଛି ୫୦୦ ଏକର ସରକାରୀ ଜମି

mahabharatanews

ମାଛ ଧରିବା ପାଇଁ ଭୁଲିଗଲେ କଟକଣା

mahabharatanews

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଆସିଥିବା ଯୁବକଙ୍କ ପୁରୀରେ ଚାଲିଗଲା ଜୀବନ

mahabharatanews