(ମୁମ୍ବାଇ) : ବର୍ତ୍ତମାନ ଫ୍ୟାନ୍ସଙ୍କ ପାଇଁ ଡବଲ୍ ଖୁସି ଖବର କାରଣ ଏଥର ‘ବିଗ୍ ବସ୍ OTT 2’ ମଧ୍ୟ ସଲମାନ ଖାନ ହିଁ ହୋଷ୍ଟ କରିବେ । ନୂତନ ସଂସଦ ଉଦଘାଟନ : ରାଷ୍ଟ୍ରପତିଙ୍କ ଜାତି ସମ୍ପର୍କରେ ଉତ୍ତେଜନାମୂଳକ ବିବୃତ୍ତି ଅଭିଯୋଗରେ ଖାଡ଼ଗେଙ୍କ ନାଁ ରେ ମାମଲା ‘ବିଗ୍ ବସ୍ OTT 2’ ର ପ୍ରଥମ ପ୍ରମୋ ରିଲିଜ୍ ହୋଇସାରିଛି । ଏହି ପ୍ରମୋରେ ସଲମାନ ଖାନ ବେଶ୍ ଷ୍ଟାଇଲିଷ୍ଟ ଲୁକରେ ନଜର ଆସୁଛନ୍ତି । ପ୍ରମୋ ଭିଡିଓରେ ଷ୍ଟ୍ରିମିଂ ପାର୍ଟନର ମଧ୍ୟ ପ୍ରକାଶ ପାଇଛି । ପ୍ରୋମୋ ରିଲିଜ୍ ହେବା ମାତ୍ରେ ପ୍ରଶଂସକଙ୍କ ଉତ୍ସାହ ମଧ୍ୟ ବୃଦ୍ଧି ପାଇଛି ।
ସୂଚନାନୁଯାୟୀ , ଇଣ୍ଟରନେଟରେ ଭାଇରାଲ ହେଉଥିବା ପ୍ରୋମୋରେ ସୁପରଷ୍ଟାର କହୁଛନ୍ତି, “କ୍ରିକେଟ୍ ପରେ କଣ ଦେଖିବେ, ମନୋରଞ୍ଜନ କେବଳ ଜିଓ ସିନେମାରେ ଆଉ ତାହା ବି 24 ଘଣ୍ଟା, ମୁଁ ନେଇକି ଆସୁଛି ବିଗ୍ ବସ୍ OTT” । ଏହା ପରେ ପରଦାରେ ବିଗ୍ ବସ୍ ର ଟାଇଟଲ୍ ଦେଖିବା ପାଇଁ ମିଳୁଛି । ଏଥର ବିଗ୍ ବସ୍ OTT 2 ଭୁଟରେ ନୁହେଁ ବରଂ ଜିଓ ସିନେମାରେ ଷ୍ଟ୍ରିମିଂ ହେବ । କେବେ ବିଗ୍ ବସ୍ OTT 2 ଟେଲିକାଷ୍ଟ ହେବ