ମନୋରଞ୍ଜନ

ହସ୍ପିଟାଲରେ ଭର୍ତ୍ତି ହେଲେ ସାମନ୍ଥା 

(ମୁମ୍ବାଇ) : ଡାକ୍ତରଖାନାରେ ଭର୍ତ୍ତି ହେଲେ ସାମନ୍ଥା । ସେ ଷ୍ଟୋରୀରେ ଯେଉଁ ଫଟୋ ସେୟାର କରିଛନ୍ତି, ସେଥିରେ ସେ ଡାକ୍ତରଖାନାରେ ଭର୍ତ୍ତି ହେବା ଭଳି ମନେ ହେଉଛି। କାରଣ ସେ ଏକ ଖଟ ଉପରେ ଶୋଇଥିବା ବେଳେ ତାଙ୍କ ହାତରେ ଡ୍ରିପ୍ସ ଲାଗିଥବା ଦେଖିବାକୁ ମିଳିଛି।

ଫଟୋ ସେୟାର କରି ସେ ଯେଉଁ ଔଷଧ ନେଉଛନ୍ତି, ସେଥିରୁ ଶରୀରକୁ କେଉଁ ସବୁ ଲାଭ ମିଳେ ତାହା ଲେଖିଛନ୍ତି ସାମନ୍ଥା। ତେବେ ସାମନ୍ଥାଙ୍କ ଏଭଳି ଷ୍ଟୋରୀ ପରେ ତାଙ୍କ ପ୍ରଶଂସକ ଚିନ୍ତାରେ ପଡ଼ିଛନ୍ତି। ଏହା ପୂର୍ବରୁ ନିଜର କିଛି ଫଟୋ ସାମନ୍ଥା ଇନଷ୍ଟାରେ ସେୟାର କରିଥିଲେ। ‌ଫଟୋ ଦେଖି ଜଣାପଡ଼ିଥିଲା ଯେ, ନାଗାଙ୍କୁ ନିଜ ମନରୁ କାଢ଼ି ସାରିଛନ୍ତି ଅଭିନେତ୍ରୀ। ବିବାହ ପରେ ସାମନ୍ଥା ନିଜ ପଞ୍ଜରା ହାଡରେ ସ୍ବାମୀଙ୍କ ନାମ ଟାଟୁ କରିଥିଲେ। ଛାଡ଼ପତ୍ର ପରେ ବି ତାଙ୍କ ଶରୀରରେ ସେହି ଟାଟୁ ରହିଥିଲା। ହେଲେ ଏବେ ସେୟାର କରିଥିବା ଫଟୋରେ ସାମନ୍ଥାଙ୍କ ପଞ୍ଜରା ହାଡରେ ଟାଟୁ ନଥିବା ଦେଖିବାକୁ ମିଳିଥିଲା।

Related posts

ସୁଶାନ୍ତ ସିଂ ଆତ୍ମହତ୍ୟା ମାମଲା ; ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଆଶ୍ଵସ୍ତି

mahabharatanews

ସିନେମା ଦୁନିଆରୁ ବିରତି ନେବେ ବଲିଉଡ କଳାକାର ରଣବୀର କପୁର

mahabharatanews

ପ୍ରେମାନନ୍ଦ ମହାରାଜଙ୍କୁ ଭେଟି ଆଶୀର୍ବାଦ ଲୋଡ଼ିଛନ୍ତି ପ୍ରସିଦ୍ଧ ଗାୟକ କୁମାର ସାନୁ…

mahabharatanews