ଅପରାଧ

ସଂଗ୍ରାମଙ୍କୁ ୩ ଘଣ୍ଟା ଧରି ଜେରା

ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଡିଏଫ୍ଓ ସଂଗ୍ରାମ କେଶରୀ ବେହେରାଙ୍କୁ ମାରାଥନ ଜେରା । ୫ ଜଣିଆ ଟିମ ସଂଗ୍ରାମଙ୍କୁ ମାରାଥନ ଜେରା କରିଛନ୍ତି । ପ୍ରାୟ ୩ ଘଣ୍ଟା ଧରି ସଂଗ୍ରାମ ଜେରାର ସମ୍ମୁଖୀନ ହୋଇଥିଲେ । ଏହ ତଦନ୍ତକାରୀ ଦଳରେ ପାଳାଖେମୁଣ୍ଡି ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ, ଏସ୍ଡିପିଓ ରାମକୃଷ୍ଣ ପତି ଓ କ୍ରାଇମବ୍ରାଞ୍ଚର ୩ ଅଧିକାରୀ ସାମିଲ ଥିଲେ । ତେବେ ଜେରା ବେଳେ ସଂଗ୍ରାମ ବିଦ୍ୟାଙ୍କ ସହ ତାଙ୍କୁ ନେଇ ହୋଇଆସୁଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଥିବା ତଦନ୍ତକାରୀ ଅଧିକାରୀ କହିଛନ୍ତି । ଏମିତି କି ସେ କେବେ ବିଦ୍ୟ।।ଙ୍କୁ ଦେଖି ନାହାନ୍ତି ବୋଲି ମଧ୍ୟ କହିଛନ୍ତି ସଂଗ୍ରାମ ।

 

Related posts

ଯୌତୁକ ପାଇଁ ହତ୍ୟା ଅଭିଯୋଗ

mahabharatanews

କାର-ଟ୍ରକ୍ ମୁହାଁମୁହିଁ ଧକ୍କା, ୨ ମୃତ

mahabharatanews

କରୋନା ଗୁଜବ ପ୍ରଚାର କରି ଜଣେ ଗିରଫ

mahabharatanews