ଅପରାଧଓଡିଶା

ଭିଜିଲାନ୍ସ ଜାଲରେ ବାଲିଅନ୍ତା ଆରଆଇ ଦେବଦତ୍ତ ବିଶ୍ୱାଳ

ଖୋର୍ଦ୍ଧା : ଭିଜିଲାନ୍ସ ପଞ୍ଝାରେ ଆରଆଇ । ଏ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତାରେ । ଆରଆଇଙ୍କ ନାଁ ହେଲା ଦେବଦତ୍ତ ବିଶ୍ୱାଳ । ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ୪୭ଜଣ ଡେସିମିଲ ଜମିକୁ ଭାଇମାନଙ୍କ ମଧ୍ୟରେ ଭାଗ କରାଇଦେବାକୁ କହି ୨୦ହଜାର ଲାଂଚ ନେଉଥିଲେ ।

ଏଥିପାଇଁ ୪୦ ହଜାର ଟଙ୍କା ଦାବି କରିଥିଲେ ଦେବଦତ୍ତ । ସେଥିପାଇଁ ଟଙ୍କା ଦେଉଥିଲେ ଦୁଇଭାଇ । ସେତିକିବେଳେ ମାଡିବସିଥିଲା ଭିଜିଲାନ୍ସ । ତେବେ ତାଙ୍କ ବାସଭବନ ଉପରେ ଚଢାଉ କରିଛି ଭିଜିଲାନ୍ସ ।

 

Related posts

ରାଜ୍ୟରେ ପୁଣି ଜଣେ ବଡ଼ ସରକାରୀ ବାବୁଙ୍କୁ ମାଡ଼ି ବସିଛି ଭିଜିଲାନ୍ସ

mahabharatanews

ପଂଚାୟତ ନିର୍ବାଚନ, ମିଳିଲା ଉଠାଇ ନେଇଥିବା ଭୋଟ୍ ବାକ୍ସ

mahabharatanews

ଦୂର୍ଘଟଣାରେ ବାଇକ ଆରୋହୀ ଗୁରୁତର

mahabharatanews