ଭାରତ

ଆସନ୍ତାକାଲି ଉଦଘାଟିତ ହେବ ନୂତନ ସଂସଦ ଭବନ

(ଦିଲ୍ଲୀ) : ଆସନ୍ତାକାଲି ନୂତନ ସଂସଦ ଭବନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିବେ ।  ତେବେ ପ୍ରଧାନମନ୍ତ୍ରୀ ଗତକାଲି ଏହି ସଂସଦ ଭବନର ଏକ ଭିଡିଓ ସେୟାର କରିଥିଲେ । ଭିଡିଓ ସେୟାର କରିଥିଲେ । ୭ଟା୧୫ରେ ପ୍ରଧାନମନ୍ତ୍ରୀ ମୋଦୀ ପୂଜା ପାଇଁ ପହଞ୍ଚିବେସକାଳ ୭:୩୦ରୁ ୮:୩୦ ପର୍ଯ୍ୟନ୍ତ ହୋମ ଏବଂ ପୂଜା ଗାନ୍ଧୀ ମୂର୍ତ୍ତି ନିକଟରେ ମଣ୍ଡପରେ କରାଯିବ |

ସୂଚନାନୁଯାୟୀ ,  ପ୍ରଧାନମନ୍ତ୍ରୀ ମୋଦୀ ଭିଡିଓ ସହ ଲେଖିଥିଲେ ଯେ ନୂତନ ସଂସଦ ଭବନ ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବିତ କରାଇବ। ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି #MyParliamentMyPride ହାସ ଟ୍ୟାଗ ଦେଇ ନିଜ ଭଏସଓଭରକୁ ବ୍ୟବହାର କରି ଏହି ଭିଡିଓକୁ ସେୟାର କରନ୍ତୁ ।

 

 

Related posts

ଆଜି ସଂସଦରେ ଉପସ୍ଥାପିତ ହେବ କେନ୍ଦ୍ର ବଜେଟ୍, ବଜେଟ୍ରୁ ବଡ଼ ଆଶା ରଖିଛନ୍ତି ଜନତା

mahabharatanews

ଫିଲ୍ମ ‘ଆଦିପୁରୁଷ’ ନିର୍ମାତାଙ୍କ ଉପରେ ବର୍ଷିଲେ ଆହ୍ଲାବାଦ ହାଇକୋର୍ଟ

mahabharatanews

 ପ୍ରାଣ ପ୍ରତିଷ୍ଠା ଦିନ ମଦ ବିକ୍ରି ବନ୍ଦ କରିବାକୁ ନିର୍ଦ୍ଦେଶ

mahabharatanews