ଓଡିଶା

ପାତ୍ରପଡ଼ା ‘ମୋ ବସ୍’ ଡିପୋରେ ଆନ୍ଦୋଳନ

 (ଭୁବନେଶ୍ୱର) :  ଭୁବନେଶ୍ୱର ପାତ୍ରପଡ଼ା ‘ମୋ ବସ୍’ ଡିପୋରେ ଆନ୍ଦୋଳନ ସ୍ଥାନୀୟ ଲୋକ ଏବଂ ସ୍କୁଲ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ । ବିଦ୍ୟାଳୟ ସାମ୍ନାରେ ବସ୍ ଡିପୋ ରହିଥିବାରୁ ବାରମ୍ବାର ଦୁର୍ଘଟଣା ଘଟୁଥିବା ନେଇ ଅଭିଯୋଗ କରିବା ସହ ହି ଆନ୍ଦୋଳନରେ କଂଗ୍ରେସ ବିଧାୟକ ତଥା ଜଟଣୀ ବିଧାୟକ ସୁର ରାଉତରାଏ ମଧ୍ୟ ସାମିଲ ହୋଇଛନ୍ତି ।

ସୂଚନାନୁଯାୟୀ ,  ସେହିପରି ଷ୍ଟପେଜ୍ ଓ ଗେଟ୍ ଖୋଲିବା ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ପାତ୍ରପଡ଼ା ବାସିନ୍ଦା । ଆନ୍ଦୋଳନକାରୀମାନେ ଡିପୋରେ ସମସ୍ତ ‘ମୋ ବସ୍’କୁ ହଟକାଇ ରଖିଛନ୍ତି । ଯେଉଁଥିପାଇଁ ସକାଳୁ ପାତ୍ରପଡ଼ା ରୁ଼ଟ୍ ଦେଇ କୌଣସି ବସ୍ ଚାଲିନାହିଁ । ମୋ ବସ୍ ଡିପୋ ସାମ୍ନାରେ ପାତ୍ରପଡ଼ା ନୋଡାଲ ହାଇସ୍କୁଲ ରହିଛି ହେଲେ ମୋ ବସ୍ ଡ୍ରାଇଭର ମାନେ ମନମାନି କରି ବସ୍ ଚଳାଇବା ଫଳରେ ବାରମ୍ବାର ଦୁର୍ଘଟଣା ଘଟୁଛି ।

Related posts

ଭକ୍ତିମୟ ପରିବେଶରେ ଅର୍ପଣ ରଥକୁ ସହରବାସୀଙ୍କ ଭବ୍ୟ ସ୍ୱାଗତ

mahabharatanews

ଆଜି ରସଗୋଲା ଦିବସ, ପାହାଳରେ ପ୍ରବଳ ଭିଡ଼  

mahabharatanews

ରାଜ୍ୟରେ ଅକ୍ସିଜେନ ପ୍ଲାଣ୍ଟ ତୁରନ୍ତ ନିର୍ମାଣ କରିବାକୁ ମଜଦୁର ସଂଘ ପକ୍ଷରୁ ପ୍ରସ୍ତାବ

mahabharatanews

Leave a Comment