ଓଡିଶା

 ଆଜି ମହାଳୟା ପାଇଁ ରାଜ୍ୟର ସବୁ ସ୍କୁଲ ଛୁଟି

(ଭୁବନେଶ୍ୱର) : ଆଜି ମହାଳୟା ପାଇଁ ରାଜ୍ୟର ସବୁ ସ୍କୁଲ ଛୁଟି । ଏ ନେଇ ଘୋଷଣା କଲେ ରାଜ୍ୟ ଗଣଶିକ୍ଷା ବିଭାଗ । ଦଶହରା ଛୁଟିକୁ ମଧ୍ୟ ନେଇ ଗଣଶିକ୍ଷା ବିଭାଗର ନୋଟିସ୍ ବାହାର କରିଛି । ଚଳିତ ବର୍ଷ ଦୁଇଟି ରବିବାରକୁ ମିଶାଇ ଆଠଟି ଛୁଟି ହେବ । ଆସନ୍ତା ୨୦ ରୁ ୨୯ ପର୍ଯ୍ୟନ୍ତ ହେବ ଦଶହରା ଛୁଟି ।

ସୂଚନାନୁଯାୟୀ , ଆଜି ପବିତ୍ର ମହାଳୟା ଅମାବାସ୍ୟା । ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦା ତିଥିଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ପନ୍ଦର ଦିନକୁ ପିତୃପକ୍ଷ ଭାବେ ପାଳନ କରାଯାଇଥାଏ। ଯେଉଁମାନେ ଶ୍ରାଦ୍ଧ ଦେଇ ପାରିନଥିବେ ଆଜି ଅର୍ଥାତ୍ ମହାଳୟା ଅମାବାସ୍ୟା ଦିନ ତିଳତର୍ପଣ କରିଥାନ୍ତି ।

Related posts

ଦୋଳ ମେଲଣରେ ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ

mahabharatanews

ଗୋଟିଏ ଦିନରେ ୪୦ ହଜାରରୁ ଅଧିକ କୋଭିଡ ଟେଷ୍ଟ

mahabharatanews

କାଳବୈଶାଖୀ ଜନିତ ବର୍ଷା: ୧୦ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ

mahabharatanews