ଓଡିଶା

 ଆଜି ମହାଳୟା ପାଇଁ ରାଜ୍ୟର ସବୁ ସ୍କୁଲ ଛୁଟି

(ଭୁବନେଶ୍ୱର) : ଆଜି ମହାଳୟା ପାଇଁ ରାଜ୍ୟର ସବୁ ସ୍କୁଲ ଛୁଟି । ଏ ନେଇ ଘୋଷଣା କଲେ ରାଜ୍ୟ ଗଣଶିକ୍ଷା ବିଭାଗ । ଦଶହରା ଛୁଟିକୁ ମଧ୍ୟ ନେଇ ଗଣଶିକ୍ଷା ବିଭାଗର ନୋଟିସ୍ ବାହାର କରିଛି । ଚଳିତ ବର୍ଷ ଦୁଇଟି ରବିବାରକୁ ମିଶାଇ ଆଠଟି ଛୁଟି ହେବ । ଆସନ୍ତା ୨୦ ରୁ ୨୯ ପର୍ଯ୍ୟନ୍ତ ହେବ ଦଶହରା ଛୁଟି ।

ସୂଚନାନୁଯାୟୀ , ଆଜି ପବିତ୍ର ମହାଳୟା ଅମାବାସ୍ୟା । ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦା ତିଥିଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ପନ୍ଦର ଦିନକୁ ପିତୃପକ୍ଷ ଭାବେ ପାଳନ କରାଯାଇଥାଏ। ଯେଉଁମାନେ ଶ୍ରାଦ୍ଧ ଦେଇ ପାରିନଥିବେ ଆଜି ଅର୍ଥାତ୍ ମହାଳୟା ଅମାବାସ୍ୟା ଦିନ ତିଳତର୍ପଣ କରିଥାନ୍ତି ।

Related posts

ନବଯୌବନ ଦର୍ଶନ; ପାରମାଣିକ ଟିକେଟଧାରୀ କରିବେ ଦର୍ଶନ,ଜଣାନ୍ତୁ ଟିକେଟ ମୂଲ୍ୟ 

mahabharatanews

ମୁଖ୍ୟମନ୍ତ୍ରୀ; ବସ୍ତି ମୁକ୍ତ ହେବ ରାଜ୍ୟ

mahabharatanews

ଜଳ ନିକାଶ ପ୍ରତିଷ୍ଠାନରେ ପ୍ରାଚୀର ପତ୍ର “ଅଳକା”ର ଶୁଭ ଉନ୍ମୋଚନ…

mahabharatanews