ଓଡିଶାଶିକ୍ଷା

ସେପ୍ଟେମ୍ବର୧୦ରୁ ଦ୍ୱିତୀୟ ପର୍ଯ୍ୟାୟ ଇ-ଆଡମିଶନ ସୁଯୋଗ

ଭୁବନେଶ୍ବର:ଦଶମପାସ ଛାତ୍ରଛାତ୍ରୀଙ୍କ ପାଇଁ ଆସିଲା ଖୁସି ଖବର | ସେପ୍ଟେମ୍ବର ୧୦ ତାରିଖରୁ ଆରମ୍ଭ ହେବ ଦ୍ବିତୀୟ ପର୍ଯ୍ୟାୟ ଇ-ଆଡମିଶନ ପ୍ରକ୍ରିୟା ।ପ୍ରଥମ ପର୍ଯ୍ୟାୟରେ କିଛି ଛାତ୍ରଛାତ୍ରୀ ଇ-ଆଡମିଶନ କରିପାରି ନଥିଲେ । ଯାହା ସରକାରଙ୍କ ଦୃଷ୍ଟିକୁ ଆସିବା ପରେ ସେମାନଙ୍କୁ ଆଉ ଏକ ସୁଯୋଗ ଦେବାକୁ ଦ୍ବିତୀୟ ପର୍ଯ୍ୟାୟ ତାରିଖ ଘୋଷଣା କରାଯାଇଛି । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।ସେହିପରି ଏହା | ସେପ୍ଟେମ୍ବର ୧୦ରୁ ଆରମ୍ଭ ହୋଇ  ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ । ଇଛୁକ ଛାତ୍ରଛାତ୍ରୀ ତଥା ଅଭିଭାବକ www.samsodisha.gov.in ରେ ଲଗଇନ୍ କରି ସବିଶେଷ ତଥ୍ୟ ପାଇପାରିବେ । ଏନେଇ ଗଣଶିକ୍ଷା ବିଭାଗର ସୂଚନା |

Related posts

କଣ୍ଟେନମେଣ୍ଟ ଜୋନରେ ମୋ ବସ ମାଧ୍ୟମରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ

mahabharatanews

ତାଳଚେରରେ ସ୍ଵର୍ଗତ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

mahabharatanews

ବର୍ଷା ପାଣି ଯୋଗୁଁ ଭାଙ୍ଗିଗଲା ଝୁଲା ପୋଲ

mahabharatanews