ଅପରାଧ

୫୦ ଲକ୍ଷ ଟଙ୍କାରୁ ଅଧିକ ବ୍ରାଉନ ସୁଗାର ଜବତ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାରେ ବଢିଚାଲିଛି ଧଳା ଜହର ବେପାର । ସ୍ଥାନେ ସ୍ଥାନେ ବିଭିନ୍ନ ସମୟରେ ଚଢାଉ ଜାରି ରହିଥିଲେ ମଧ୍ୟ ବେଧଡ଼କ ମାଫିଆ ସେମାନଙ୍କର ବେପାର ଚାଲୁ ରଖିଛନ୍ତି । କିନ୍ତୁ ଏବେ ଏହି ଧଳାଜହର ବେପାରରେ କିଙ୍ଗପିନ ସାଜିଛନ୍ତି ମହିଳା ବ୍ୟବସାୟୀ । ପୁଣି ଜିଲ୍ଲାରୁ ଜବତ ହୋଇଛି ବିପୁଳ ପରିମାଣର ବ୍ରାଉନ ସୁଗାର । ବିଳମ୍ବିତ ରାତିରେ ଏହି ଚଢାଉ କରି ଜଣେ ମହିଳାଙ୍କୁ ଗିରଫ କରିବା ସହ ୫୦୦ ଗ୍ରାମରୁ ଅଧିକ ବ୍ରାଉନ ସୁଗାର ଜବତ କରିଛି ପୋଲିସ । ତେବେ ଜବତ ହୋଇଥିବା ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ ୫୦ ଲକ୍ଷରୁ ଅଧିକ ହେବ ବୋଲି ଜଣାଯାଇଛି ।

Related posts

ମହିଳାଙ୍କୁ ଆକ୍ରମଣ ଓ ଗାଡି ପୋଡି ଘଟଣାରେ ୪ ଗିରଫ

mahabharatanews

ଅବକାରୀ ବିଭାଗର ଡେଞ୍ଜର ସାଇରନ

mahabharatanews

ଭୁବନେଶ୍ୱର ଗୁଳିମାଡରେ ନୂଆ ମୋଡ; ଏକ ତରଫା ପ୍ରେମରୁ ହୋଇଥିଲା ଫାୟାରିଂ

mahabharatanews