ଭୁବନେଶ୍ୱର: ଗଣତନ୍ତ୍ରର ମନ୍ଦିର ହେଉଛି ବିଧାନସଭା । ଗଣତନ୍ତ୍ର ମନ୍ଦିର ସମ୍ମୁଖରେ ଆତ୍ମଦାହ ଉଦ୍ୟମ କୌଣସି ଅପରାଧଠୁ କମ୍ ନୁହେଁ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ । ଗଣତନ୍ତ୍ର ମନ୍ଦିର ସମ୍ମୁଖରେ ଏପରି ଅପରାଧ କଲେ ବନ୍ଧା ହେବ ଓ ସେହି ଅନୁଯାୟୀ କଠୋର ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ପୁଲିସ ଡିସିପି ।
ଡିସିପି କହିଛନ୍ତି, ବିଧାନସଭା ସାମ୍ନାରେ ୨ ଦିନରେ ୨ ଜଣଙ୍କ ଆତ୍ମାହୁତି ଉଦ୍ୟମ କରି ସାରିଲେଣି। ସଂପୃକ୍ତ ୨ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ପଛରେ କିଛି ଲୋକ ଥିବା ସନ୍ଦେହ କରୁଛୁ । ତାଙ୍କୁ କିଏ ଆଣିଲା, ଫଟୋ ଏବଂ ଭିଡିଓ ସୁଟ୍ କଲା ତଦନ୍ତ କରାଯିବ। ଯିଏ ଏପରି ଅପରାଧ ପାଇଁ ପ୍ରରୋଚିତ କରିଛି, ସେ ମଧ୍ୟ ତଦନ୍ତ ପରିସରଭୁକ୍ତ ହେବେ।
ଅଭିଯୋଗ ଥିଲେ ଉପଯୁକ୍ତ ଅଧିକାରୀଙ୍କ ନିକଟକୁ ଯାଆନ୍ତୁ। ଏହାବ୍ୟତୀତ ଏଠାରେ ବି ଏକ ଗ୍ରିଭାନ୍ସ ସେଲ୍ ଅଛି। ଏଠାରେ ଅଭିଯୋଗ କଲେ ଆବଶ୍ୟକ ବିଭାଗ, ଅଧିକାରୀଙ୍କ ନିକଟକୁ ପଠାଯାଉଛି।
Dino Supplies Dino Supplies is one of the newer online Modafinil vendors looking to make a name for themselves in the smart drug community. viagra malaysia If your Modafinil order ships from Singapore: days if your order is shipped to Australia, USA, UK, or New Zealand days if your order is shipped anywhere else in the world If your Modafinil order ships from Europe: business days if your order is shipped to a country in the EU days if your order is shipped anywhere else in the world Please note that any orders coming from Europe will require a signature upon delivery.